ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ, କଣ୍ଟାକ୍ଟ ଟ୍ରେସିଂ ଜାରି

ପୁରୀ :-ପୁରୀ ଶ୍ରୀମନ୍ଦିର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତାକଲି ପ୍ରଶାସନ ପକ୍ଷରୁ ୧୧୪୩ ଜଣ ସେବାୟତଙ୍କ କୋଭିଡ୍-୧୯ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଥିଲା ସୋମାନଙ୍କ ମଧ୍ୟରୁ ଜଣେ ସେବାୟତ ସଂକ୍ରମିତ ହୋଇଥିବା ନେଇ ପୁରୀ ପ୍ରଶାସନ ପକ୍ଷରୁ ଟ୍ବିଟ୍‌​‌ରେ ସୂଚନା ପ୍ରଧାନ କରାଯଇଛି।

ଆଜି ପୁରୀରେ ଚିହ୍ନଟ ହୋଇଥିବା ସଂକ୍ରମିତ ସେବାୟତଙ୍କୁ ରଥଯାତ୍ରାରେ ସାମିଲ ହେବା ପୂର୍ବରୁ ତାଙ୍କୁ ତୁରନ୍ତ କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେବାୟଙ୍କ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କଣ୍ଟକ୍ଟ ଟ୍ରେସିଂ ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *