ଭାରତ-ଚୀନ କଳିରୁ ଫାଇଦା ଷଡ଼ଯନ୍ତ୍ରରେ ପାକିସ୍ତାନ

ନୂଆଦିଲ୍ଲୀ”=ଗୋଟିଏ ପଟେ ଭାରତ ଲଦାଖରେ LAC ପାଖରେ ଚୀନ ସେନା ସହ ଲଢ଼େଇ  କରୁଛି। ଅନ୍ୟ ପଟେ ପାକିସ୍ତାନ ଭାରତ-ଚୀନ ମଧ୍ୟରେ ବଢ଼ୁଥିବା ତିକ୍ତତାର ଫାଇଦା ଉଠାଇବା ଯୋଜନା କରୁଛି।

ଜୁନ୍ ୧୫ତାରିଖ ସୋମବାର ରାତି ପରେ ଭାରତ-ଚୀନ ମଧ୍ୟରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏପରି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଅଶାନ୍ତିକୁ ଏକ ସୁଯୋଗ ଭାବେ ଦେଖି ପାକିସ୍ତାନ ଏହାର ଫାଇଦା ଉଠାଇବାର ପ୍ରସ୍ତୁତିରେ ଲାଗି ପଡ଼ିଛି।

Leave a Reply

Your email address will not be published. Required fields are marked *