ଭୁବନେଶ୍ୱର: :-ସାଂସଦ ଅପରାଜିତା ଦେଲେ ଫାଇନ୍। ୧୦୦ ଟଙ୍କା ଫାଇନ୍ ଦେଲେ ଅପରାଜିତା ଷଡ଼ଙ୍ଗୀ। ସାମାଜିକ ଦୂରତ୍ବ ବଜାୟ ରଖିନଥିବାରୁ ଦେଲେ ଫାଇନ୍। ଗତକାଲି ଦଳୀୟ ନେତାଙ୍କ ସହ ଏକାଠି ହୋଇଥିଲେ ଅପରାଜିତା। ପରେ ସାମାଜିକ ଦୂରତା ଭଙ୍ଗ ହୋଇଥିବା ଅନୁଭବ କରିଥିଲେ ଅପରାଜିତା। ଡିସିପିଙ୍କ ନିକଟକୁ ଯାଇ ନିଜ ଆଡୁ ୧୦୦ ଟଙ୍କା ଫାଇନ୍ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ।