ସ୍ୱାମୀ-ସ୍ତ୍ରୀ ଙ୍କୁ ଡାକ୍ତର କହିଲେ….. ମୋ ସାମ୍ନାରେ ରଖ ସମ୍ବନ୍ଧ ଦେଖିବି କେଉଁଠି ଭୁଲ ହେଉଛି …

ମହାରାଷ୍ଟ୍ର ର ଥାନେ ରେ ଜଣେ ଡାକ୍ତର ବହୁତ ଆଶ୍ଚଯ୍ୟକର ହରକତ କରି ବର୍ତମାନ ଚର୍ଚା ରେ ଅଛନ୍ତି I ଏହି ଡାକ୍ତର ନିଃସନ୍ତାନ ଦମ୍ପତି ଙ୍କ ର ଚିକିତ୍ସା କରିଥାନ୍ତି I କିନ୍ତୁ ଜଣେ ପତିପତ୍ନୀ ଙ୍କୁ ତାଙ୍କ ସମୁଖ ରେ ସମ୍ବନ୍ଧ ରଖିବାକୁ କହିଥିଲେ ମାମଲା ଟି 2016 ର ଅଟେ I

କୋର୍ଟ ଏହି ମାମଲା ରେ ଆରୋପି ଙ୍କୁ 10 ବର୍ଷ ର ଜେଲ ଦଣ୍ଡ ଓ 10 ହଜାର ଟଙ୍କା ଜୋରିମାନା ଘୋସଣା କରିଛନ୍ତି I ଖବର ମୁତାବିକ 2014ରେ ଏକ ନିଃସନ୍ତାନ ଦମ୍ପତି ଯୋଗେଶ କୁପେକର ନାମ ଜଣେ ବ୍ୟକ୍ତି ଯିଏ କି ଡାକ୍ତର ଅଟନ୍ତି ସେ 2016 ରେ ଚିକିସଶା ବହନ ରେ ଜଣେ ଦମ୍ପତି ଙ୍କୁ ପାଖ କୁ ଡାକିଥିଲେ ଏବଂ ତାଙ୍କ ସମୁଖ ରେ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲେ I ଏବଂ ପତିପତ୍ନୀ କରିଥିଲେ Iଏବଂ ଫିସ ବାବଦ ରେ 10 ହଜାର ଟଙ୍କା ଡାକ୍ତର ନେଇଥିଲେ I ଏହି ଘଟଣା ପରେ ମହିଳା ନାନା ଦୁଶ୍ଚିନ୍ତା ରେ ରହିଥିଲେ I ଏବଂ ମହିଳା ଙ୍କ ର ସ୍ଵାସ୍ତ୍ୟ ମଧ୍ୟ ଖରାପ ହେଇଯାଇଥିଲା I ଯେତେବେଳେ ଦମ୍ପତି ଜାଣିପାରିଥିଲେ କି ସେ ଠକାମୀ ରେ ପଡିଛନ୍ତି ତ ଥାନା ରେ ଏକ ମାମଲା ରୁଜୁ କରିଥିଲେ I ଏବଂ ଏହି ମାମଲା ରେ କୋର୍ଟ ଆରୋପି ଙ୍କୁ 10 ବର୍ଷ ର ଜେଲ ଦଣ୍ଡ ସହ 10 ହଜାର ଟଙ୍କା ଦାମ୍ପନ୍ତି ଙ୍କୁ ହେରାଇବାକୁ ଘୋଷଣା କରିଥିଲେ I

Leave a Reply

Your email address will not be published. Required fields are marked *