ମୁଖ୍ୟ ଖବର ରାଜ୍ୟ ଆଇ ଏଫ ଏଲ ଲୁଟ ଘଟଣା ଆଉ ୨ ଅଭିଯୁକ୍ତ ଗିରଫ admin December 1, 2020 କଟକ:-କଟକ ଆଇ ଆଇ ଏଫ ଏଲ ଲୁଟ ଘଟଣା ଆଉ ୨ ଅଭିଯୁକ୍ତ ଗିରଫ। ଏହି ଅଭିଯୁକ୍ତଙ୍କ ନାଁରେ ଫେକ୍ ଆକାଉଣ୍ଟ୍ ଜରିଆରେ ଟଙ୍କା ହଡପ କରୁଥିଲା ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ। ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଦେବାଶିଷ ହାଜରା ଓ ନୀଳମଣି ସାହା। ଏହି ୨ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି।