କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର – ଐତିହ୍ୟ କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ  ମିଳିଛି ।  ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି ।

ଏହା ସହ ନିମ୍ନ ଲିଖିତ ପ୍ରସ୍ତାବମାନଙ୍କୁ ମଞ୍ଜୁରୀ ମିଳିଛି ।

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ପ୍ରସ୍ତାବ

ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ

ଏକାଡେମୀ ପୁରସ୍କାର ରାଶି ବଢ଼ାଇବାକୁ ନିଷ୍ପତ୍ତି

ଅତିବଡ଼ି ସମ୍ମାନ, କବି ସମ୍ରାଟ ସମ୍ମାନ ଅର୍ଥ ରାଶି ୫ ଲକ୍ଷକୁ ବୃଦ୍ଧି

ଧର୍ମପଦ ସମ୍ମାନ, ବ୍ୟାସକବି ସମ୍ମାନ ଅର୍ଥ ରାଶି ୫ ଲକ୍ଷକୁ ବୃଦ୍ଧି

୧ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି

ଏକାଡେମୀ ପୁରସ୍କାର ରାଶି ୫୦ ହଜାରରୁ ୨ ଲକ୍ଷକୁ ବୃଦ୍ଧି

ଏକାଡେମୀ ସମ୍ବର୍ଦ୍ଧନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି

ଏକାଡେମୀ ଗୁଡ଼ିକର ଖାଲି ପଡ଼ିଥିବା ପଦବୀ ପୂରଣ ହେବ

ସୁଆଣ୍ଡୋର ବିକାଶ ପାଇଁ ୧୧.୫ କୋଟିର ବ୍ୟୟ ଅନୁମୋଦନ

Leave a Reply

Your email address will not be published. Required fields are marked *