ମୟୂରପୁଚ୍ଛର ଏହି ଚମତ୍କାରୀ ଗୁଣ ବିଷୟରେ ଜାଣିଛନ୍ତି କି ?
ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟ ଶୋଭା ବଢାଉଥିବା ମୟୂରପୁଚ୍ଛକୁ ଖୁବ ପବିତ୍ର କୁହାଯାଏ। ଗୃହରେ ଏହାକୁ ରଖିବା ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ନକରାତ୍ମକ ଶକ୍ତି ଦୂର କରିବା ସହ ଏହା ସକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ବାସ୍ତୁଶାସ୍ତ୍ରରେ … Read More










