ଘର ପାଖରେ କଦାପି ଲଗାନ୍ତୁ ନାହିଁ ଏହି ୩ଟି ଗଛ, ନଚେତ ଘରେ ସବୁବେଳେ ସମସ୍ତଙ୍କ ଦେହ ରହିବ ଖରାପ …

ମାନବ ର ପ୍ରକୃତି ସହ ଏକ ନିବିଡ଼ ସାମଞ୍ଜସ୍ୟ ରହିଛି | ଗଛ ଲତା ଯାହା ପାଖ ରେ ରହିଥାନ୍ତି ଏହା ର ବିଶେଷ ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ | ଘର ର ବାସ୍ତୁ ଠିକ ନ ରହିଲେ ମଧ୍ୟ ମନୁଷ୍ୟ ଉପରେ ଏହା ର ଗଭୀର ପ୍ରଭାବ ପଡିଥାଏ |

ଜୋତିଷ ଶାସ୍ତ୍ର ଅନୁସାରେ ଗଛ ଲତା ଏପରି କିଛି ରହିଛି ଯାହା କୁ ଘରେ ଲଗାଇବା ଦ୍ୱାରା ଆପଣ ଙ୍କ ଉପରେ ଏହା ର ଖରପ ପ୍ରଭାବ ମଧ୍ୟ ପଡିପାରେ ଏବଂ ଏହା ଆପଣ ଙ୍କ ର ଦୁର୍ଭାଗ୍ୟ ର କାରଣ ହେଇପାରେ | ଆଜି ଆମେ ଏଠାରେ 3 ଏପରି ଗଛ ବିଷୟ ରେ ଆଲୋଚନା କରିବା ଯାହା କି ଆମ ଦୁର୍ଭାଗ୍ୟ ର କାରଣ ହେଇଥାଏ |

ବାଉଁଶ ଗଛ

ଏଥିରେ ପ୍ରଥମେ ରହିଛି ବାଉଁଶ ଗଛ ଏହା ଆପଣ ନିଜ ଘର ଅଗଣା ରେ ଲଗାଇବା ଅଶୁଭ ହେଇଥାଏ | ଧନ ଆଗମନ ରେ ଏହା ବାଧା ଉତ୍ପରଃନ କରିଥାଏ | ଅଗଣା ରେ ଭୁଲ ରେ ମଧ୍ୟ ଏହି ଗଛ ଲଗାଇବା ଉଚିତ ନୁହେଁ |

ବର କୋଳି ଗଛ
ବର କୋଳି ଗଛ ଲଗାଇବା ଅଶୁଭ ହେଇଥାଏ | ବର କୋଳି ଗଛ ଯଦି ଆପଣ ଙ୍କ ଜାଗା ରେ ରହିଛି ତେବେ ତୁରନ୍ତ ଏହାକୁ ଓପାଡି ଦିଅନ୍ତୁ | ଏହାର ଅନେକ ନକାରାତ୍ମକ ପ୍ରଭାବ ଆପଣ ଙ୍କ ଉପରେ ପଡିଥାଏ |

ଖଜୁର ଗଛ

ଖଜୁର ଗଛ ର ପ୍ରଭାବ ସମ୍ପୂର୍ଣ ରୂପେ ଖରାପ ହେଇ ନ ଥାଏ | ଏହା ଲୋକ ଙ୍କ ପାଁଇ ଲାଭକାରୀ ମଧ୍ୟ ହେଇଥାଏ | କିନ୍ତୁ ଏହି ଖଜୁର ଗଛ ଘରେ ଲଗାଇବା ଦ୍ୱାରା କେହି ନା କେହି ଘରେ ରୋଗ ରେ ପଡ଼ିଥାନ୍ତି | ପରିବାର ଲୋକ ଙ୍କୁ ନାନା ସମସ୍ୟା ର ସମୁଖୀନ କରିବାକୁ ପଡିଥାଏ |

ଧ୍ୟାନ ରଖନ୍ତୁ
ଘର ର ଦକ୍ଷିଣ ପଶ୍ଚିମ ଦିଗ ରେ ଆପଣ ଜାମୁନ ଗଛ ଲଗାଇବା ଶୁଭ ହେଇନଥାଏ | ଏହା ଦ୍ୱାରା ସେହିଘର ପଶ୍ଚିମ ଦିଗ ରେ ଥିବା ରୁମ ରେ ଯେଉଁ ବ୍ୟକ୍ତି ରହିଥାନ୍ତି ସେହି ବ୍ୟକ୍ତି ସର୍ବଦା ମାନସିକ ଦୁଶ୍ଚିନ୍ତା ରେ ରହିଥାନ୍ତି |

Leave a Reply

Your email address will not be published. Required fields are marked *