ମହିଳା ମାନେ ଏହି ୫ଟି କାରଣରୁ ପର ପୁରୁଷ ସହ ବନାଇଥାନ୍ତି ଶାରୀରିକ ସମ୍ବନ୍ଧ,

ଶାରୀରିକ ସମ୍ବନ୍ଧ ପ୍ରତୋକ ମନୁଷ୍ୟ ର ଏକ ମହତ୍ବପୂର୍ଣ କାର୍ଯ୍ୟ ଅଟେ I ଏହା ପ୍ରତୋକ ଜିନିଷ ର ଆବଶ୍ୟକତା କୁ ପୁରା କରିଥାଏ I ତେବେ ମହିଳାମାନେ ସମ୍ବନ୍ଧ କୁ ନେଇ ଟିକେ ସମସ୍ୟା ଅନୁଭବ କରିଥାନ୍ତି I ଯାହା ଦ୍ୱାରା ସେମାନେ ନିଜ ପାର୍ଟନର ଙ୍କ ସହ ସେକ୍ସ ରେ ଆନନ୍ଦ ପ୍ରାପ୍ତି କରିପାରନ୍ତି ନାହିଁ I

ଆପଣ ଦେଖିଥିବେ ଏପରି ଅନେକ ମହିଳା ରହିଛନ୍ତି ଯେଉଁମାନେ ନିଜ ସାଥି ଙ୍କ ସହ ସେକ୍ସ ସମ୍ବନ୍ଧ ନ ରଖି ଅନ୍ୟ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିଥାନ୍ତି I

ଶାରୀରିକ ଆବଶ୍ୟକତା ପୁରା ନ ହେବା କାରଣ ରୁ ସେ ଅନ୍ୟ ପୁରୁଷ ଙ୍କ ପ୍ରତି ଆକର୍ଷିତ ହେଇଥାନ୍ତି I ଆଜି ଆମେ ଆପଣ ଙ୍କୁ କିଛି ଏପରି ମହିଳା ଙ୍କ ବିଷୟ ରେ କହିବା କୁ ଯାଉଛୁ ଯେଉଁମାନେ ଏପରି କିଛି କାରଣ ରୁ ଅନ୍ୟ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିଥାନ୍ତି I

ଏହି 5 ଗୋଟି କାରଣ ପାଁଇ ଅନ୍ୟ ସହ ସମ୍ବନ୍ଧ
ପାଶ୍ଚାତ୍ୟ ସଭ୍ୟତା ର ପ୍ରଭାବ
ଆଜିକା ସମୟ ରେ ଭାରତ ରେ ଲୋକେ ବିଦେଶୀ ପରମ୍ପରା କୁ ଗ୍ରହଣ କରିଛନ୍ତି I ବିବାହ ପୂର୍ବ ରୁ ପାର୍ଟନର ଙ୍କ ସହ ସମ୍ବନ୍ଧ ରଖିବା ବିଦେଶ ରେ ହେଇଥାଏ I କିନ୍ତୁ ଭାରତ ରେ ଲୋକେ ଏହା କୁ ଆପଣେଇଛନ୍ତି I
ଏକ ବିବାହ ପରେ ଦ୍ୱିତୀୟ ବିବାହ କରିବା ଏହା ବିଦେଶୀ ନୀତି ଅଟେ ଓ ବିଦେଶୀ ପରମ୍ପରା ଅଟେ I କିନ୍ତୁ ଏପରି ବିବାହ ଭାରତ ରେ ମଧ୍ୟ ଅନେକ ସ୍ଥାନ ରେ ଦେଖାଯାଇଛି I

ଆର୍ଥିକ ଇଚ୍ଛା କୁ ପୁରା କରିବା
ଟଙ୍କା ଏକ ଏପରି ଜିନିଷ ଯାହା ଦ୍ୱାରା ମନୁଷ୍ୟ ଲୋଭ ର ବଶବର୍ତ୍ତୀ ହେଇଥାନ୍ତି I ଅଧିକାଂଶ ମହିଳା ଟଙ୍କା ର ଲୋଭ ରେ ଅନ୍ୟ ପୁରୁଷ ଙ୍କୁ ବିବାହ କରିଥାନ୍ତି I

ବୟସ ର ଫରକ ଥିଲେ
ଯେତେବେଳେ ଜଣେ ଯୁବତୀ ଙ୍କ ର ବିବାହ ତାଙ୍କ ବୟସ ଠାରୁ ଅଧିକ ବୟସ ର ବ୍ୟକ୍ତି ଙ୍କ ସହ ହେଇଥାଏ ତେବେ ତାଙ୍କ ର ଶାରୀରିକ ସମ୍ବନ୍ଧ ରେ ସେ ସନ୍ତୁଷ୍ଠ ହେଇ ନ ଥାନ୍ତି ଓ ଅନ୍ୟ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିବା କୁ ଇଚ୍ଛା କରିଥାନ୍ତି I

ପତି ପାଖ ରେ ନ ଥିଲେ
ଯେତେବେଳେ ଜଣେ ମହିଳା ଙ୍କ ର ପତି ଅଧିକ ଦିନ ତାଙ୍କ ଠାରୁ ଦୁରେଇ ରହିଥାନ୍ତି ସେ ଅନ୍ୟ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିବା କୁ ଇଚ୍ଛା କରିଥାନ୍ତି I କାରଣ ସେ ଏପରି କ୍ଷେତ୍ର ରେ ନିଜ କୁ ଏକାକୀ ଅନୁଭବ କରିଥାନ୍ତି I

ଶାରୀରିକ ସମ୍ବନ୍ଧ ରେ ଅସନ୍ତୁଷ୍ଟି
ଅନେକ ସମୟ ରେ ଏପରି ହେଇଥାଏ ମହିଳାମାନେ ନିଜ ପତି ଙ୍କ ଠାରୁ ଶାରୀରିକ ସମ୍ବନ୍ଧ ରେ ସନ୍ତୁଷ୍ଟ ହେଇ ନ ଥାନ୍ତି ଓ ଏହି କାରଣ ରୁ ସେମାନେ ଦ୍ୱିତୀୟ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିଥାନ୍ତି I

Leave a Reply

Your email address will not be published. Required fields are marked *