ରାଜଧାନୀର ବ୍ୟାଙ୍କ ଲୁଟ ଘଟଣାର ଖୁଲାସା, ଲୁଟେରା ଗିରଫ, କରୋନା ସଜେଇ ଦେଇଥିଲା ଲୁଟେରା

ଭୁବନେଶ୍ୱର:-ରାଜଧାନୀରେ ଘଟିଥିବା ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣାର ଖୁଲାସ ହୋଇଛି। ଏହି ଦୁଇଟି ଲୁଟ ମାମଲାରେ ସଂପୂକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ବରିମୁଣ୍ଡ ଅଂଚଳର ସୌମ୍ୟରଂଜନ ଜେନା (୨୫) । ପୁଲିସ ତା’ ନିକଟରୁ … Read More

ରାଜଧାନୀରେ ଚାଞ୍ଚଲ୍ୟ: ଦିନ ଦିପହରେ ମିଠା ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ବର:-ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଦିନ ଦିପହରେ ମିଠା ଦୋକାନୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ଦୁର୍ବୃତ୍ତ। ଭୁବନେଶ୍ୱର ସାମନ୍ତରାୟପୁରରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ସାମନ୍ତରାୟପୁରରେ ଛକରେ ସେ ମିଠା … Read More

ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର:-ନୟାପଲ୍ଲୀ ୱାର୍ଡ଼ ନଂ – ୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲରେ ଶ୍ରୀ ମହାବୀର ସାମାଜିକ ସଂଗଠନର ଆନୁକୂଲ୍ୟରେ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି। ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ଵର ସାଂଗଠନିକ … Read More

ଚାନ୍ଦା ନେବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଲା,ଥାନରୁ ବିଦା କଲେ ସିପି !

ଭୁବନେଶ୍ବର (ରିପୋର୍ଟର:-ଚନ୍ଦନ ଜେନା):-ଥାନା ଅଞ୍ଚଳରୁ ଚାନ୍ଦା ଆଦାୟ କରିବା ଏବଂ ଚୋରା ଗାଡି ଚଢ଼ିବା ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ପୋଲିସ କମିଶନର ଏହି ଅଭିଯୋଗକୁ ଗୁରୁତର ସହ ନେଇ ତାଙ୍କୁ ଥାନାରୁ ବିଦା କରିଛନ୍ତି। ତାଙ୍କୁ ଥାନାରୁ … Read More

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !

ଭୁବନେଶ୍ୱର:-ରାଜଧାନୀରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି … Read More

ଭୁବନେଶ୍ୱରରେ ପୂର୍ବ ଅପେକ୍ଷା କମୁଛି କରୋନା ସଂକ୍ରମଣ : ବିଏମସି କମିସନର

ଭୁବନେଶ୍ୱର:-ଭୁବନେଶ୍ୱରରେ ସଂକ୍ରମଣ ପିକ୍ ରେ ନାହିଁ ଫ୍ଲାଟରେ ରହିଛି । ରାଜଧାନୀରେ କରୋନା ସଂକ୍ରମଣକୁ ନେଇ ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ରାଜଧାନୀରେ କରୋନା ସଂକ୍ରମଣ ପିକରେ ନାହିଁ ଏବେ ଫ୍ଲାଟରେ ରହିଛି … Read More

ସୋସିଆଲ ମିଡିଆରେ ମା’ ଦୁର୍ଗାଙ୍କୁ ଅସମ୍ମାନ: ମାମଲା ରୁଜୁ କଲା କମିଶନରେଟ୍‌ ପୁଲିସ୍

କଟକ:- ସୋସିଆଲ ମିଡିଆରେ ଧାର୍ମିକ ଭାବନକୁ ଆଘାତ ଦେବା ଭଳି ପୋଷ୍ଟ କରିଥିବା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କମିଶନରେଟ୍ ପୋଲିସ। ଏଭଳି ପୋଷ୍ଟ କରିଥିବା ବ୍ୟକ୍ତି ବିଶେଷ ଏବଂ ପୋଷ୍ଟ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ବ୍ୟକ୍ତିମାନଙ୍କ … Read More

ରାଜଧାନୀରୁ ଆଉ ୩୪୨ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,:- ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୪୨ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୬୭ରେ ପହଞ୍ଚିଛି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦୪ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ … Read More

ଚମକିବ ବରମୁଣ୍ଡା ବସ ଷ୍ଟାଣ୍ଡ, ହେବ ଇଣ୍ଟରଷ୍ଟେଟ୍ ବସ୍ ଟର୍ମିନାଲ

ଭୁବନେଶ୍ୱର:- ଆଗକୁ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପାଲଟିବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ। ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ଆଜିଠାରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ।  ବିଡିଏ ପକ୍ଷରୁ ଆଜିଠୁ ଏହି ଉଚ୍ଛେଦ କାମ ଆରମ୍ଭ କରାଯାଉଛି । … Read More

ଖାକି ମାଗୁଛି ଖାକିକୁ ନ୍ୟାୟ :ବୀରମିତ୍ରପୁର ଥାନା ଆଇଆଇସି ସ୍ବାମୀଙ୍କ ବିରୋଧରେ ଆଣିଲେ ନିର୍ଯ୍ୟାତନା ଅଭିଯୋଗ

ରାଉରକେଲା:ଖାକି ମାଗୁଛି ଖାକିକୁ ନ୍ୟାୟ ।ରାଉରକେଲା ବୀରମିତ୍ରପୁର ଥାନା ଆଇଆଇସିଙ୍କ ରଘୁନାଥପାଲି ଥାନାରେ ଅଭିଯୋଗ । ସ୍ଵାମୀ ଓ ଶାଶୂ ଘର ଲୋକଙ୍କ ନାମରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ମହିଳା ଆଇଆଇସି । ଅଭିଯୋଗ ପରେ … Read More