ଅଡୁଆରେ କଟକ ମହିଳା ଥାନାର ୩ ଅଧିକାରୀ: ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:-ଜଣେ ମହିଳାଙ୍କଠାରୁ ଲାଞ୍ଚ ନେବା ଏବଂ ତାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି କଟକ ମହିଳା ଥାନାର ତିନି ଅଧିକାରୀ । ମହିଳା ଥାନାର ଆଇଆଇସି ଅନସୂୟା ନାୟକ, ଏଏସ୍‌ଆଇ ଶରତ ଚନ୍ଦ୍ର ବେହେରା ଏବଂ … Read More

ଦାଦା ବଟି ମାଗିଲେ, ଆଉ ମିଳିବ ନାହିଁ ତ୍ରାହି, ଜାରି ହେଲା ହେଲପ୍‌ ଲାଇନ୍ ନମ୍ବର

ଭୁବନେଶ୍ବର:- ଦାଦା ବଟି ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ଓଡିଶା ପୋଲିସ୍। ଏଣିକି ଦାଦାବଟି ମାଗିଲେ, ମିଳିବ ନାହିଁ ତ୍ରାହି। ଦାଦା ବଟି ମାଗିଲେ କଲ୍‌ କରନ୍ତୁ। ଦାଦାବଟି ବିରୋଧରେ ଅଭିଯାନ ପାଇଁ ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି। ହେଲପ୍‌ … Read More

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିବ ଏନଏସଏ !

ଭୁବନେଶ୍ବର:- ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ବିରୋଧରେ ଏନଏସଏ ଲାଗିପାରେ ।  ଏନଏସଏ ଲାଗୁ କରିବାକୁ କମିଶନରେଟ୍ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଦାଦା ବଟି ଆଦାୟ ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟାର ରାଜାକୁ ୧୧୦ରେ ବୁକ୍ କରିଛି କମିଶନରେଟ୍ ପୋଲିସ  । ଗ୍ୟାଙ୍ଗଷ୍ଟାର … Read More

ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିଲେ ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ: ସମ୍ମାନୀତ କଲା କମିଶନରେଟ୍ ପୋଲିସ୍

କଟକ:-ରାସ୍ତାରେ ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ କନେଷ୍ଟବଳଙ୍କୁ ସମ୍ମାନୀତ କରିଛି ପୋଲିସ କମିଶନରେଟ୍ । ଜାତୀୟ ରାଜପଥରେ ପଡିଥିବା ଚିପସ ଯୋଗୁଁ ଦୁର୍ଘଟଣା ଘଟୁଥିଲା । ଏହା ଦେଖି ସେଠଆରେ ଡ୍ୟୁଟି କରୁଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତ ପାଖ … Read More

ଆକ୍ସନ ମୋଡରେ କମିଶନରେଟ୍ ପୁଲିସ, କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର୍, କୋଚିଂ ସେଂଟର ଓ ସପିଂ ମଲ୍ ସିଲ୍

ଭୁବନେଶ୍ଵର:-ଆକ୍ସନ ମୋଡରେ ଅଛି କମିଶନରେଟ ପୁଲିସ । ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରୁଛି, ଅମାନିଆଙ୍କୁ ଧରି ଫାଇନ କଷୁଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କମିସନରେଟ ପୁଲିସ ବାର, କୋଚିଂ ସେଂଟର ଓ ସପିଂ ମଲକୁ ସିଲ୍ … Read More

ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗ୍‌ଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: :- ଦାଦାବଟି ମାଗି ପୁଣି ଗିରଫ ହେଲା ରାଜା ଆଚାର୍ଯ୍ୟ । ରାଜା ସହ ତା’ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତାକୁ ଜେରା କରି କୋର୍ଟ ଚାଲାଣ କରିଛି କ୍ୟାପିଟାଲ ଥାନା ପୋଲିସ । ତା … Read More

ଗ୍ରୀନ କରିଡରରେ ରୋଗୀ ଗଲେ ଏୟାରପୋର୍ଟ

ଭୁବନେଶ୍ୱର:-ଗୁରୁତର ରୋଗୀ ପରିବହନ ଲାଗି କମିଶନରେଟ ପୁଲିସ ଯୋଗାଇ ଦେଲା ଗ୍ରୀନ କରିଡର ସେବା। ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯାଉଥିବା ଜଣେ ଗୁରୁତର ରୋଗୀଙ୍କୁ ଆଜି ରାଜଧାନୀର ଆପୋଲୋ ହସ୍ପିଟାଲରୁ ଗ୍ରୀନ୍‌ କରିଡର ସେବା ଭିତରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ … Read More

ଦାଦାବଟି ମୁକ୍ତ ହେବ ଦୈତନଗରୀ , କମିଶନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ ‘ଦାଦା ବଟିକୁ ନା’

ଭୁବନେଶ୍ବର:- ଦାଦାବଟି ମୁକ୍ତ ହେବ ଦୈତନଗରୀ । କଟକ-ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରିବା ପାଇଁ ‘ଦାଦା ବଟିକୁ ନା’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ । … Read More