ରାୟଗଡ଼ାରେ ପୁଣି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା:-ରାୟଗଡ଼ାରେ ପୁଣି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ । ଜଣେ ରୁଷ୍ ପର୍ଯ୍ୟଟକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ପର୍ଯ୍ୟଟକଙ୍କ ନାଁ ପାଭେଲ ଆଂଥମ ବୋଲି ଜଣାପଡ଼ିଛି । ସେ ରହୁଥିବା ହୋଟେଲ … Read More

ଅବକାରୀ ବିଭାଗ ଗାଡ଼ି ଧକ୍କାରେ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ!

ସୋନପୁର: -ଅବକାରୀ ବିଭାଗ ଗାଡ଼ି ଧକ୍କାରେ ଜଣେ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ ଘଟିଛି! ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୁର୍ଲା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ଏପରି ଦୁର୍ଘଟଣା ସମ୍ୱଲପୁର-ସୋନପୁର ରାଜ୍ୟ ରାଜପଥରେ ଘଟିଛି। ରାଉରକେଲା ଅଞ୍ଚଳର ପ୍ରଦୀପ … Read More

ପୁଲିସ ଏବଂ ଏସ୍‌ଟିଏଫ ଦୌଡ଼ରେ ପଛରେ ପଡିଛି ପୁଲିସ, ଏସ୍‌ଟିଏଫ୍‌ ୭୫ଟି ମାମଲା ରୁଜୁ କରି ୧୩୩ ଜଣଙ୍କୁ ବାନ୍ଧିଛି

ଭୁବନେଶ୍ୱର:-ପୁଲିସ ଏବଂ ଏସ୍‌ଟିଏଫ ଦୌଡ଼ରେ ପଛରେ ପଡିଛି ପୁଲିସ । କାରଣ ଗଞ୍ଜେଇ ମାଫିଆ ହେଉ ଅବା ଜୀବଜନ୍ତୁ ଅଂଶବିଶେଷ ଚାଲାଣ । ସବୁ କ୍ଷେତ୍ରରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ ଆଗରେ । ହେଲେ ଓଡ଼ିଶା ପୁଲିସ କେବଳ ଲାଞ୍ଚ ଖାଇ ଜାଣି … Read More

ପେଟର ଭୋକ ଆଗରେ ଇଜ୍ଜତ କଣ ବାବୁ ? ସେକ୍ସ ରାକେଟ୍‌ରେ ଧରାପଡ଼ିଥିବା ଯୁବତୀଙ୍କ ଅକୁହା କଥା

ଭୁବନେଶ୍ୱର(ସୁଶାନ୍ତ ପାତ୍ର):- ପେଟର ଭୋକ ଆଗରେ ଇଜ୍ଜତ କଣ ବାବୁ ? ଆମର ସ୍ୱାମୀ ଛାଡ଼ି ପଳାଇଛି । ରହିବା ପାଇଁ ଘର ନାହିଁ, ଖାଇବା ପାଇଁ ପଇସା ନାହିଁ । ଆଧାରକାର୍ଡ ନଥିବାରୁ କେହି କାମ ଦେଉ ନାହାନ୍ତି । … Read More

ଗୋବିନ୍ଦ ସାହୁ ଆତ୍ମହତ୍ୟା ଉପରୁ ପରଦା ହଟାଇ ପାରୁନି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:-ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟୁନି । ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ ପୋଲିସ କି କ୍ରାଇମବ୍ରାଂଚ ସ୍ପଷ୍ଟ କରୁ ନାହାଁନ୍ତି । କିନ୍ତୁ … Read More

ଅର୍ଚ୍ଚନାଙ୍କ ଦସ୍ତଖତ ଆଣିଲା ଖଣ୍ଡଗିରି ପୁଲିସ

ଭୁବନେଶ୍ୱର:-ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପୁଲିସକୁ ଦେଲେ ସ୍ପେସିମେନ ସିଗ୍ନେଚର । ଝାରପଡା ଜେଲରୁ କମିସନରେଟ ପୁଲିସ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିଛି । ଅର୍ଚ୍ଚନା ନାଗଙ୍କୁ ଗିରଫ ପରେ ତାଙ୍କ ଘରୁ ଜବତ ହୋଇଥିବା ଡାଏରୀରେ ଥିବା ହାତଲେଖା କାହାର, … Read More

ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ଟଙ୍କା ମାଗିବା ମାମଲା, ଅର୍ଚ୍ଚନାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୁଲିସ

ଭୁବନେଶ୍ୱର :- ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ କରି ୩କୋଟି ମାମଲା ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ଆଜି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ୫୦୧ ପୃଷ୍ଠାର ଚାର୍ଜସିଟ୍ ପୁଲିସ ଜେଏମ୍‌ଏଫସି-୩କୋର୍ଟରେ ପୁଲିସ ଦାଖଲ କରିଛି । ଦଫା ୩୮୪, ୩୮୫, … Read More

ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ !

ବଲାଙ୍ଗିର :- କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ। ସେ କହିଛନ୍ତି, … Read More

୫ ଘଣ୍ଟାର ହାଇଡ୍ରାମା ପରେ ହୋର୍ଡିଂ ଉପରୁ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରାଯାଇଛି

ଭୁବନେଶ୍ୱର:- ଶିଶୁ ଭବନ ଛକ ନିକଟସ୍ଥ ଏକ ହୋର୍ଡିଂ ଉପରୁ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ ନିଆଯାଇଛି। ସେଠାରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।bମୁଖ୍ୟମନ୍ତ୍ରୀ ନବୀନ … Read More

ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଘରୁ ମିଳିଲା ନଗଦ ୧.୬ କୋଟି ଟଙ୍କା,ଭିଜିଲାନ୍ସ ଇତିହାସରେ ଗୟା ହେଉଛନ୍ତି ଚତୁର୍ଥ ବ୍ୟକ୍ତି

ଭୁବନେଶ୍ୱର:-ଭିଜିଲାନ୍ସ ଜାଲରେ ପଡ଼ିଥିବା ଇଡ୍‌କଲ୍‌ର ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଘରୁ ବୁଧବାର ମିଳିଛି ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଗୟା ସାଁତରା ହେଉଛନ୍ତି ଚତୁର୍ଥ … Read More