ଏଏନ୍‌ଏମ୍ କର୍ମୀଙ୍କ ଆନ୍ଦୋଳନକୁ ନେଇ ଚିନ୍ତାରେ ପୋଲିସ

ଭୁବନେଶ୍ୱର: ଦେଢ଼ ମାସ ହେବ ସ୍ଥାୟୀ ନିଯୁକ୍ତି ଦାବିରେ ଗାନ୍ଧୀମାର୍ଗରେ ଧାରଣା ଦେଇଥିବା ଏଏନ୍‌ଏମ୍ କର୍ମୀଙ୍କୁ ନେଇ ଚିନ୍ତାରେ ପଡ଼ିଛି କମିଶନରେଟ ପୋଲିସ । ଆଗକୁ ସାଧାରଣତନ୍ତ୍ର ଦିବସ । ଏହାପୂର୍ବରୁ ଗାନ୍ଧୀମାର୍ଗକୁ ଖାଲି କରିବାକୁ ପଡ଼ିବ । ଉପରୁ ମଧ୍ୟ … Read More

ଲକଡାଉନ ସମୟରେ ବୃଦ୍ଧାଙ୍କ ଠାରୁ ଲୁଟ କରି ହତ୍ୟା ଘଟଣା, ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର:-ଲକଡାଉନ ସମୟରେ ନୟାପଲ୍ଲୀର ବୃଦ୍ଧା ତୁଳସୀଦେଈ ହତ୍ୟା ମାମଲାରେ ପୋଲିସକୁ ସଫଳତା ମିଳିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ କରିଛି ନୟାପଲ୍ଲୀ ପୋଲିସ। ଅଭିଯୁକ୍ତ ଜଣଙ୍କ ସାଗର ପ୍ରଧାନ ବୋଲି ଜଣା ପଡ଼ିଛି। ସାଗରକୁ ଗିରଫ କରିଛି ସ୍ପେଶାଲ … Read More

ସାନ ଭାଇର ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କଲା ବଡ ଭାଇ,

ଜୟପୁର,:-ରାଜସ୍ଥାନର ସୀକର ଜିଲ୍ଲାରେ ଜଣେ ଯୁବକ ନିଜର ଦାଦା ପୁଅ ଭାଇର ବେକକୁ ବ୍ଲେଡରେ କାଟି ଦେଇଛି । ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଲାଇଭ୍ ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି … Read More

ରାଜଧାନୀରେ ଛତୁ ଫୁଟିଲା ପରି ଖୋଲିଲାଣି ଜାଲ ନିଯୁକ୍ତି ସଂସ୍ଥା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚାକିରି ହରାଇଥିବା ଯୁବକଯୁବତୀ ଏବେ ଚାକିରି ଆଶାରେ ପୁଣି ରାଜଧାନୀକୁ ଫେରୁଛନ୍ତି । ଏହାକୁ ଦୃଷ୍ଟରେ ରଖି ରାଜଧାନୀ ଭୁବନେଶ୍ୱର ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲାଲାଣି ବେନାମୀ ନିଯୁକ୍ତି ସଂସ୍ଥା । ଚାକିରି ଦେବା … Read More

ନିଲମ୍ବିତ ହେଲେ କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଏହି କାର୍ଯ୍ୟାନୁଷ୍ଠାନ … Read More

ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତ ୧୦ ଦିନରେ ସରିବ; ପ୍ରତିଶ୍ରୁତି ଦେଲେ ଡିଜିପି

ଭୁବନେଶ୍ୱର:-ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାର ତଦନ୍ତ ଜଣେ ଡିଆଇଜି ରାଙ୍କର ଅଫିସରଙ୍କ ଦ୍ୱାରା କରାଯିବ। ୧୦ ଦିନ ଭିତରେ ତଦନ୍ତ ସରିବ। ରାଜ୍ୟ ବିଜେପି ପ୍ରତିନିଧିଙ୍କୁ ଆଜି ଡିଜିପି ଅଭୟ ଏପରି ପ୍ରତିଶ୍ରୁତି ଦେଇଛନ୍ତି। … Read More

ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ନୂଆପଡ଼ା: ଫସିଲେ ଲାଞ୍ଚୁଆ ଜିଲ୍ଲା ଶ୍ରମ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ନୂଆପଡ଼ା ଜିଲ୍ଲା ଶ୍ରମ ଅଧିକାରୀ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଧରିଛି । ଶରତଙ୍କ ଠାରୁ ୪୦ ହଜାର ଟଙ୍କା ଜବତ କରାଯାଇଛି । କାଗଜପତ୍ର ପଞ୍ଜିକରଣ ପାଇଁ … Read More

ବିକେ ଶର୍ମାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି

ଭୁବନେଶ୍ୱର: ୨ ବରିଷ୍ଠ IPSଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ସରକାର । ଗୃହ ବିଭାଗର ଓଏସଡି ଥିବା ବିଜୟ କୁମାର ଶର୍ମାଙ୍କ ବଦଳି ହୋଇଛି । ୧୯୮୬ ମସିହାର ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି … Read More

ସଦରଥାନା ଗୁଳିମାଡ଼ ଘଟଣା: ୭ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ବର: ସଦର ଥାନା ଅଞ୍ଚଳରେ ଗୁଳିକାଣ୍ଡ ମାମଲାରେ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରେ ଚଢ଼ାଉ କରି 7ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, 3ଟି ଗୁଳି ଓ ଗୋଟିଏ ମୂର୍ତ୍ତି ଜବତ କରାଯାଇଛି । … Read More

ପିସିଆର୍ ଭ୍ୟାନ୍ ଦେଖି ପ୍ରେମୀଯୁଗଳ ଛାନିଆ, ଖସିଯିବା ବେଳେ ଯୁବତୀଙ୍କୁ ଧକ୍କା ଦେଲା କାର

ଭୁବନେଶ୍ବର:-ଦୁର୍ଘଟଣାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାରରେ ତୁମୁଳକାଣ୍ଡ ଘଟିଛି । ଏକ ଦ୍ରୁତଗାମୀ କାର୍‌ ଯୁବତୀଙ୍କୁ ଧକ୍କା ଦେବାରୁ ଉତ୍ତ୍ୟକ୍ତ ଲୋକମାନେ କାର୍‌ ଭଙ୍ଗାରୁଜା କରିଛନ୍ତି । କାର୍‌ରେ ଥିବା ପ୍ରେମୀ ଯୁଗଳଙ୍କୁ ମାରିବା ପାଇଁ … Read More