ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟିଗଲେ ସାମ୍ବାଦିକ ରୋହିତ ବିଶ୍ବାଳ, ଲ୍ୟାଣ୍ଡମାଇନରେ ଲିଭିଗଲା ଜୀବନ ଦୀପ

କଳାହାଣ୍ଡି:-ଆଉ ଜଣେ ବରିଷ୍ଠ ସାମ୍ବାଦିକ। ଲାଣ୍ଡମାଇନରେ ଟଳି ପଡିଲେ ଏହି ବିରିଷ୍ଠ ସାମ୍ବାଦିକ। ମୃତ ସାମ୍ବାଦିକ ମୋହନଗିରି ଅଞ୍ଚଳର ରୋହିତ ବିଶ୍ୱାଳ । କଳାହାଣ୍ଡ ଜିଲ୍ଲା ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଥିଲେ । ନିର୍ବାଚନ ବର୍ଜନ … Read More

ଚାକିରି ପାଇବ ଯଦି ଶାରୀରିକ ସମ୍ପର୍କ ରଖିବାକୁ ପଡିବ,କନ୍‌ସଲଟାନ୍ସି ସଂସ୍ଥା ନାଁରେ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର:-ସରକାରୀ ଚାକିରି କରାଇ ଦେବାକୁ କହି ଲୁଟୁ ଥିଲେ ଟଙ୍କା । ଏମିତିକି ଚାକିରି ପାଇବାକୁ ହେଲେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଭୁବନେଶ୍ୱରର ଏକ କନ୍‌ସଲଟାନ୍ସି ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାଲକୋ … Read More

କଳା ପଲସର ଆତଙ୍କ, ଏକାମ୍ର ହାଟ ସାମ୍ନାରୁ ଯୁବତୀଙ୍କ ହାତରୁ ଝାମ୍ପିନେଲେ ମୋବାଇଲ ଫୋନ

ଭୁବନେଶ୍ବର:-ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ଯୁବତୀଙ୍କ ହାତରୁ ଝାମ୍ପିନେଲେ ମୋବାଇଲ ଫୋନ । ଭୁବନେଶ୍ୱର ଏକାମ୍ର ହାଟ ସାମ୍ନାରୁ ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ ଛଡ଼ାଇ ନେଲା ମୁଖାପିନ୍ଧା ଲୁଟେରା । ଯୁବକ ଜଣକ ଏକ କଳା … Read More

ବ୍ରେକ ଅପ୍‌ ପରେ ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ

ଭୁବନେଶ୍ୱର:-ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ପୁରୁଣା ପ୍ରେମିକା ସହ ବଚସା ହେବା ପରେ ତାକୁ ମାଡ଼ ମାରିଥିଲା। ଯୁବତୀଙ୍କ ଅଭିଯୋଗ ପରେ ତାକୁ ଗିରଫ କରାଯାଇଛି। … Read More

୫ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା ପୋଲିସ

ବାଲେଶ୍ୱର: ଜମତରା ଲିଙ୍କରେ ୫ ଜଣ ଗିରଫ । ବାଲେଶ୍ୱର ସାଇବର ଥାନା ପୋଲିସ ଏକ ଲୁଟ୍ ମାମଲାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି । ନୀଳଗିରି ଅଞ୍ଚଳର ଜଣେ ମହିଳା ଲୁଟର ଶିକାର ହୋଇଥିଲେ । ମହିଳା … Read More

ଅସଞ୍ଜତ ଅବସ୍ଥାରେ ଥିଲେ ଫରେଷ୍ଟ ଗାର୍ଡ଼ ଓ ରେଞ୍ଜର

କରଞ୍ଜିଆ :-‘ରେଞ୍ଜ ଅଫିସ୍‌ରେ ରେଞ୍ଜର ଓ ଫରେଷ୍ଟ ଗାର୍ଡ଼ ଅସଞ୍ଜତ ଅବସ୍ଥାରେ ଥିଲେ। ଦେଖିଦେଲି ବୋଲି ମୋତେ ପିଟିଲେ।’ ଆଜି ଏପରି ଅଭିଯୋଗ ଆଣିଛନ୍ତି ଜଣେ ଫରେଷ୍ଟର, ଯାହାକୁ ମହିଳା ଫରେଷ୍ଟ ଗାର୍ଡ଼ ଓ ରେଞ୍ଜର ଖଣ୍ଡନ କରିଛନ୍ତି। ଏପରି ଅଭିଯୋଗ … Read More

ଚୋରି କାରକୁ ୨୪ ଘଣ୍ଟାରେ ଜବତ କଲା ପୁଲିସ

ଭୁବନେଶ୍ୱର:- କାର୍‍ ଚୋରି ହେବାର ୨୪ ଘଣ୍ଟା ଭିତରେ ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ଚୋରି କାର୍‍କୁ ପୁଲିସ ପିପିଲିରୁ ଜବତ କରିଛି । କାରକୁ ପୁଲିସ ଏହାର ମାଲିକ ମଣିରତ୍ନୀ ପଟ୍ଟନାୟକଙ୍କୁ ଫେରାଛନ୍ତି । ପୁଲିସ ତ୍ୱରିିତ … Read More

ଧରାପଡ଼ିଲେ ୪ଜଣ ଆନ୍ତଃରାଜ୍ୟ ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌, ଔଷଧ ଦୋକାନୀଙ୍କୁ ଟାର୍ଗେଟ କରି ଲୁଟପାଟ କରୁଥିଲେ

ଭୁବନେଶ୍ୱର:- ରାଜଧାନୀରେ ଲୁଟ୍‌ପାଟ୍ କରୁଥିବା ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍‌କୁ ଧରିବାକୁ ସଫଳ ହୋଇଛି ସ୍ପେଶାଲ ସ୍କ୍ୱାଡ୍ । ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ସେମାନେ କଟକରେ ଲୁଟ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ଗିରଫ … Read More

ସାଇବର ଠକଙ୍କ କବଳରୁ ବର୍ତ୍ତି ପାରିଲେନି ପୁଲିସ ଅଫିସରଙ୍କ ପତ୍ନୀ,କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବା ଆଳରେ ଲୁଟିନେଲେ ୪୯ ହଜାର

ଭୁବନେଶ୍ୱର:- ରାଜଧାନୀରେ କାମ କରୁଥିବା ରାଜ୍ୟ କ୍ରାଇମ କଂଣ୍ଟ୍ରୋଲ ବ୍ୟୁରୋରେ କାର୍ଯ୍ୟରତ ଜଣେ ସବ୍‌ଇନ୍ସପେକ୍ଟରଙ୍କ ପତ୍ନୀ ସାଇବର ଠକେଇର ଶୀକାର ହୋଇଛନ୍ତି । ଠକେଇର ଶୀକାର ହୋଇଥିବା ପୁଲିସ ଅଫିସର ବିଜୟ ମହାଳିଙ୍କ ପତ୍ନୀ ଏନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ … Read More

ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ରାସ୍ତାରୋକ୍

ଭୁବନେଶ୍ୱର,:–ସହିଦନଗର ଥାନା ପ୍ରେସ୍‌ଛକରେ ଘଟିଥିବା ନିରଞ୍ଜନ ପରିଡ଼ା ଓରଫ ଚିଣ୍ଟୁ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ମୁଖ୍ୟଅଭିଯୁକ୍ତ ମିଲୁକୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ଗାଡ଼କଣ ଗ୍ରାମବାସୀ ତାତିଥିଲେ । ସେମାନେ … Read More