ବମିଖାଲରେ ଅପରାଧିଙ୍କ ମୁହଁ ଫୁଟାଣି: ପୋଲ୍ ଖୋଲିବାରୁ ସାମ୍ବାଦିକଙ୍କୁ କଲେ ଆକ୍ରମଣ

ଭୁବନେଶ୍ବର(ମୁଖ୍ୟ):-ବମିଖାଲରେ ଏବେ ତାଲିବାନୀ ଶାସନ ଚଲାଉଛନ୍ତି କିଛି ପେଶାଦାର ଅପରାଧି। ସେମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଉକ୍ତ ଅଞ୍ଚଳରେ ଏକ ଗ୍ୟାଙ୍ଗ୍ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସରକାରୀ ଜମି ବିକ୍ରି କରିବା, ଜୁଆ ଖେଳିବା, ଡ୍ରଗ୍ସ … Read More

କଇଁଛ ମାରି ରୋଷେଇ କରି ଖାଇଲେ ଫୁଡ ବ୍ଲଗର , ଖୁବ ଶୀଘ୍ର ଗିରଫ ହେବେ

ଭୁବନେଶ୍ୱର(ମୁଖ୍ୟ): ଭିୟୁ ପାଇବା ପାଇଁ ବ୍ଲଗରମାନେ ଆଇନକୁ ହାତକୁ ନେଉଛନ୍ତି l କଇଁଛ ମାରି ଏହାକୁ କାଟି ରୋଷେଇ କରି ଖାଇଲେ l କାଟିଆ ଠାରୁ ଆରମ୍ଭ କରି ଖାଇବା ପ୍ରଯ୍ୟନ୍ତ ପୁରା ଭିଡିଓ କରି ସୋସିଆଲ ମିଡ଼ିଆରେ ଛାଡିଲେ l … Read More

ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା ବ୍ୟବସ୍ତା ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର(ମୁଖ୍ୟ):-ଆଉ ଦୁଇ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ 2025 । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି … Read More

ବରିଷ୍ଠ ଆଇପିଏସ କୁଟ୍ଟେଙ୍କ ଉପରୁ ହଟିଲା ନିଳମ୍ବନ,ଆଶିଷ ସିଂ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର -(ବ୍ୟୁରୋ ):-ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ପ୍ରଭାବଶାଳୀ ଆଇପିଏସ ଡିଏସ୍‌ କୁଟ୍ଟେଙ୍କ ନିଲମ୍ବନକୁ ନିର୍ବାଚନ କମିଶନ ସର୍ତ୍ତମୂଳକ ଭାବେ ହଟାଇ ଦେଇଛନ୍ତି। ଏହାସହିତ ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ … Read More

୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ

ପୁରୀ ଜିଲ୍ଲା ନିମାପଡ଼ାରୁ ଜଣେ ଯୁବକଙ୍କଠାରୁ ୧ କେଜି ୬୦ ଗ୍ରାମର ବ୍ରାଉନ୍ ସୁଗର ଜବତ କରିଛି ଭୁବନେଶ୍ୱର ଏସ୍‌ଟିଏଫ୍‌। ଜବତ ବ୍ରାଉନ ସୁଗରର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ଗିରଫ … Read More

ୱେବ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ୩ ଦିନିଆ ରିମାଣ୍ଡରେ ନେବ EOW

ବିଲଡରଙ୍କୁ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ୱେବ୍ ପୋର୍ଟାଲ୍ ସାମ୍ବାଦିକ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ ଅର୍ଥନୈତିକ ଅପରାଧ ଶାଖା-EOW। ସୁରଜିତଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା EOW। ହେଲେ କୋର୍ଟ ୩ ଦିନିଆ ରିମାଣ୍ଡରେ ନେବା … Read More

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ RWSS ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ନାୟକ ଶନିବାର ରାତିରେ ଖାଇବା ସାରି ତାଙ୍କ ସରକାରୀ କ୍ୱାର୍ଟରକୁ ଶୋଇବାକୁ ଯାଇଥିଲେ l ହେଲେ … Read More

ଜେଲରୁ ଚମ୍ପଟ ମାରିଲା ଆଜୀବନ ସଜା କାଟୁଥିବା କଏଦୀ

ବାରିପଦା: ଜଣେ ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଫେରାର ହୋଇ ଯାଇଥିବା ଖବର ସାମ୍ନାକୁ ଆସିଛି। ଜେଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ଚକମା ଦେଇ ଆଜୀବନ ସଜା କାଟୁଥିବା ଆସାମୀ ଜଣକ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ତେବେ ଏଭଳି … Read More

ଲୁଟେରାଙ୍କୁ ଧରି ପାରୁନି ପୁଲିସ:ନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରୁଛି ପୁଲିସ।

ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଆପାର୍ଟମେଣ୍ଟ ଲୁଟେରାଙ୍କ ପୋଷ୍ଟର ମାରୁଛି କମିଶନରେଟ୍ ପୁଲିସ। ଯେଉଁମାନେ ଲୁଟେରାଙ୍କ ବିଷୟରେ କୌଣସି ତଥ୍ୟ ବା ସେମାନଙ୍କ ଠିକଣା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ରହିଛି। ଜନଗହଳିପୂର୍ଣ୍ଣ ଛକରେ … Read More

ପାରିବାରିକ କଳହରୁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ବର କୋରଡ଼କଣ୍ଟାରେ ଭଙ୍ଗାଘରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । ଶିବ ମନ୍ଦିର ପାଖରେ ଥିବା ଏକ କଲୋନୀରେ ମହିଳାଙ୍କ ଗଳିତ ମୃତଦେହ ଠାବ କରିଛି ପୋଲିସ । ମୃତ ମହିଳାଙ୍କ ନାଁ ସରିତା ନାୟକ ହୋଇଥିବା ବେଳେ ନୟାଗଡ଼ … Read More