କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ, ଯୁବତୀଙ୍କ ସହ ତିନି ଯୁବକ ଗିରଫ

କଟକ:- କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ। ଏହି ଘଟଣାରେ ଜଣେ ଯୁବତୀ ଙ୍କ ସହ ତିନି ଯୁବକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ। ଜଣେ ମହିଳା କିଙ୍ଗ ପିନ,ଜଣେ ପୁରୁଷ ଗ୍ରାହକ, ଜଣେ ଦଲାଲ,ଆଉ ଜଣେ ହୋଟେଲ କର୍ମଚାରୀ। … Read More

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ମୁତାବକ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ … Read More

କଟକରେ ବେଆଇନ ଭ୍ରୂଣ ଚିହ୍ନଟ ଅଭିଯୋଗ ପରେ ଚଢାଉ

କଟକ:- କାଠଗୋଲା ସାହିରେ ଥିବା ଏକ ଘରୋଇ ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ପୋଲିସ ଚଢ଼ାଉ କରିଛି । ଏଠାରେ ବେଆଇନ ଭାବେ ଭ୍ରୂଣ ଚିହ୍ନଟ ହେଉଥିବା ଅଭିଯୋଗ ପରେ ଚଢାଉ କରିଛି ପୋଲିସ । ଜୋନ-୨ ଏସିପିଙ୍କ ନେତୃତ୍ଵରେ ପୋଲିସ … Read More

ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ ଯବାନ

ନୂଆପଡ଼ା:- କୋମନା ଥାନା ଅନ୍ତର୍ଗତ ବରକୋଟ ଗାଁରେ ଥିବା CRPF କ୍ୟାମ୍ପରେ ଅଘଟଣ । ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ ଯବାନ । ମୃତ ଯବାନ ହେଲେ ରାମ ପ୍ରତାପ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ … Read More

ପୁଣି ମାତିଲେ ମାଓବାଦୀ, ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ

ମାଲକାନିଗିରି:-ମାଲକାନିଗିରି ପୁଣି ମାତିଲେ ମାଓବାଦୀ । ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନନ୍ଦ । ଗତ ଗୁରୁବାର ଦିନ ଆନନ୍ଦଙ୍କୁ ଘରୁ ଡାକି … Read More

ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର,ନିଆଁ ଲଗାଇଦେଲେ ଧରମ ଭାଇ

ଭୁବନେଶ୍ବର:- ବାଲିପାଟଣା ପଦ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର । ଗୁରୁତର ମହିଳା ହେଉଛନ୍ତି ପଦ୍ମପୁର ଗାଁର ମାମୁନୀ ମାଣିଆ । ଗୁରୁତର ଅବସ୍ଥାରେ ମାମୁନୀଙ୍କୁ ପ୍ରଥମେ ନିମାପଡ଼ା ଓ ପରେ … Read More

ପୋଲିସ ହାତରେ ହାଇପ୍ରୋଫାଇଲ ଠକ, ଅଧିକ ସୁଧର ଲୋଭ ଦେଖାଇ ଠକିଛି ୪କୋଟି

ଭୁବନେଶ୍ବର:- ଲୋକଙ୍କ ସଞ୍ଚିତ ଅର୍ଥକୁ ହଡପ କରି ଦେଢ ବର୍ଷ ଧରି ଫେରାର ଥିବା ପ୍ରଭାକର ଜେନାଙ୍କୁ ସାମନ୍ତରାପୁରରୁ ଗିରଫ କରିଛି ମଞ୍ଚେଶ୍ୱର ପୋଲିସ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ୪ କୋଟିର ଚୂନ ଲଗାଇ ଦେଇଛି … Read More

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ

ଭୁବନେଶ୍ୱର:- ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ । BPSPA- ୨୦୨୦-୨୧ପାଇଁ ଶ୍ରେଷ୍ଠ ଟ୍ରେନିଂ ପ୍ରତିଷ୍ଠାନ ଭାବେ ପୁରସ୍କୃତ ହୋଇଛି । ପୁରସ୍କାର ବାବଦକୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ମିଳିଛି … Read More

ରାଜଧାନୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା

ଭୁବନେଶ୍ଵର:-ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ … Read More

ବାଲିପାଟଣାରେ ନାବାଳିକାକୁ ଦୁଷ୍କର୍ମ,

ବାଲିପାଟଣା :-ବାଲିପାଟଣା ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକା ସହ ଦୁଷ୍କର୍ମର । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଘଟଣା ବିଷୟରେ ସୂଚନା ପାଇ ବାଲିପାଟଣା ପୋଲିସ୍ ଗୁରୁତର ଅବସ୍ଥାରେ  ନାବାଳିକାକୁ ଉଦ୍ଧାର କରି … Read More