ଗଞ୍ଜେଇ ମାଫିଆ ଅନିଲଙ୍କ ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହେବ, ଚିଠି ଲେଖିଲା ଏସଟିଏଫ୍

ଭୁବନେଶ୍ୱର:  ଆକ୍ସନ ମୋଡ଼ରେ ଏସଟିଏଫ । ଅନ୍ତର୍ଜାତୀୟ ଗଞ୍ଜେଇ ମାଫିଆ ଅନିଲ ପାଣ୍ଡେ ବିରୋଧରେ କାର୍ଯ୍ୟନୁଷ୍ଠାନ । ଆଲିସାନ ବଙ୍ଗଳା ଓ ସମ୍ପତ୍ତି ଦେଖି ତାଜୁବ ହେଲା ଟିମ । କୁଖ୍ୟାତ ନିଶା ବ୍ୟବସାୟୀ ଅନିଲ କୁମାର ପାଣ୍ଡିର ୨କୋଟି ସମ୍ପତ୍ତି … Read More

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର,ମାଲିକଙ୍କ ଆକାଉଣ୍ଟରୁ ଚଳୁ କରିଥିଲା ୯.୯୫ ଲକ୍ଷ

ଭୁବନେଶ୍ୱର:-ବିଶ୍ୱାସରେ ବିଷ ଦେଲା ଡ୍ରାଇଭର। ମାଲିକଙ୍କ ପାଖେ ପାଖେ ରହୁଥିଲା। କିନ୍ତୁ ତାଙ୍କୁ ଖୋଳ କରୁଥିଲା। ମାଲିକ ବି ଟେର୍ ପାଇ ନଥିଲେ। ସେ ଜାଣିଲା ବେଳକୁ ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା ୯.୯୫ ଲକ୍ଷ ଟଙ୍କା। ସେ ଥାନାରେ ଅଭିଯୋଗ … Read More

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ: ୫ କୋଟିରୁ ଅଧିକ ଠାବ

ଭୁବନେଶ୍ୱର:-ଚାକିରି କରାଇ ଦେବାର ପ୍ରତିଶ୍ରୁତି ଲୋକଙ୍କୁ ଠକିବା ଓ ଲାଂଚ ନେବାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅର୍ନ୍ତଗତ ବିଶ୍ୱନାଥପୁରସ୍ଥିତ ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁ ଆଜି ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କଠୁ ଭିଜିଲାନ୍ସ ବିଭାଗ ଏପର୍ଯ୍ୟନ୍ତ … Read More

ଆଜିଠୁ ୫ ଦିନିଆ ରିମାଣ୍ଡରେ ରସିକିଆ ରମେଶ

ଭୁବନେଶ୍ୱର:-ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସ୍ତ୍ରୀ ତାଲିକା ଲମ୍ବି ଚାଲିଥିବା ବେଳେ ଠକେଇର ଶିକାର ଲୋକେ ବି ଫିଟାଉଛନ୍ତି ପାଟି। ତେବେ ପତ୍ନୀ ତାଲିକାକୁ ଆହୁରି ଲମ୍ବାଇବା ପାଇଁ ଜାଲ ବିଛାଇଥିବା ରମେଶ ଆଉ କାହାକୁ କାହାକୁ କରିଥିଲେ ଟାର୍ଗେଟ, … Read More

କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି

କଟକ: ନକଲି କାରଖାନାର ପେଣ୍ଠ ପାଲଟିଛି କଟକ । ପୁଣି ଠାବ ହୋଇଛି ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ । କଟକ ବେଣ୍ଟକାର ଥାନା ଝିଙ୍କିରିଆ … Read More

ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍: ସହକାରୀ ଯନ୍ତ୍ରୀଙ୍କ ଲକ୍‌ରରୁ ମିଳିଲା ୧୪ଲକ୍ଷ ଟଙ୍କା

ସୁନାବେଡା: ସହକାରୀ ଯନ୍ତ୍ରୀଙ୍କ ଘରେ ଦ୍ୱିତୀୟ ଦିନର ମାରଥନ ରେଡ୍ । ଆଜି କୁବେର ମନୋଜ ପାତ୍ରଙ୍କ ବ୍ୟାଙ୍କ ଲକରରୁ ମିଳିଲା ନଗଦ ୧୪ ଲକ୍ଷ ୬୧ ଟଙ୍କା ସହ ଲକ୍ଷ୍ୟାଧିକ ଟଙ୍କାର ସୁନା ଅଳଙ୍କାର । ୩୭୦ ଗ୍ରାମ ସୁନା … Read More

ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟିଗଲେ ସାମ୍ବାଦିକ ରୋହିତ ବିଶ୍ବାଳ, ଲ୍ୟାଣ୍ଡମାଇନରେ ଲିଭିଗଲା ଜୀବନ ଦୀପ

କଳାହାଣ୍ଡି:-ଆଉ ଜଣେ ବରିଷ୍ଠ ସାମ୍ବାଦିକ। ଲାଣ୍ଡମାଇନରେ ଟଳି ପଡିଲେ ଏହି ବିରିଷ୍ଠ ସାମ୍ବାଦିକ। ମୃତ ସାମ୍ବାଦିକ ମୋହନଗିରି ଅଞ୍ଚଳର ରୋହିତ ବିଶ୍ୱାଳ । କଳାହାଣ୍ଡ ଜିଲ୍ଲା ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ମାଓବାଦୀ ପୋଷ୍ଟର ଲଗାଇଥିଲେ । ନିର୍ବାଚନ ବର୍ଜନ … Read More

ଚାକିରି ପାଇବ ଯଦି ଶାରୀରିକ ସମ୍ପର୍କ ରଖିବାକୁ ପଡିବ,କନ୍‌ସଲଟାନ୍ସି ସଂସ୍ଥା ନାଁରେ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର:-ସରକାରୀ ଚାକିରି କରାଇ ଦେବାକୁ କହି ଲୁଟୁ ଥିଲେ ଟଙ୍କା । ଏମିତିକି ଚାକିରି ପାଇବାକୁ ହେଲେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଭୁବନେଶ୍ୱରର ଏକ କନ୍‌ସଲଟାନ୍ସି ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାଲକୋ … Read More

କଳା ପଲସର ଆତଙ୍କ, ଏକାମ୍ର ହାଟ ସାମ୍ନାରୁ ଯୁବତୀଙ୍କ ହାତରୁ ଝାମ୍ପିନେଲେ ମୋବାଇଲ ଫୋନ

ଭୁବନେଶ୍ବର:-ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ଯୁବତୀଙ୍କ ହାତରୁ ଝାମ୍ପିନେଲେ ମୋବାଇଲ ଫୋନ । ଭୁବନେଶ୍ୱର ଏକାମ୍ର ହାଟ ସାମ୍ନାରୁ ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ ଛଡ଼ାଇ ନେଲା ମୁଖାପିନ୍ଧା ଲୁଟେରା । ଯୁବକ ଜଣକ ଏକ କଳା … Read More

ବ୍ରେକ ଅପ୍‌ ପରେ ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ

ଭୁବନେଶ୍ୱର:-ପ୍ରେମିକାକୁ ମାଡ଼ ମାରି ବନ୍ଧା ହେଲା ପ୍ରେମିକ । ପ୍ରେମିକ ପ୍ରକାମ୍ୟ ସିଂକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ପୁରୁଣା ପ୍ରେମିକା ସହ ବଚସା ହେବା ପରେ ତାକୁ ମାଡ଼ ମାରିଥିଲା। ଯୁବତୀଙ୍କ ଅଭିଯୋଗ ପରେ ତାକୁ ଗିରଫ କରାଯାଇଛି। … Read More