ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ: ଭାଇର ଜୀବନ ନେଲା ଭାଇ

ଜୟପୁର: ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ଜମି ପାଇଁ ଜୀବନ ନେଲା ଭାଇ । ବିଚ୍‌ ରାସ୍ତାରେ ଭାଇକୁ ହତ୍ୟା କଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଶଶାହାଣ୍ଡି ଗାଁରେ । … Read More

ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ପୁରୀ: ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ସିଦ୍ଧମହାବୀର ଏନସିସି ବାଟାଲିଆନ ଅଂଚଳରୁ ପାଖାପାଖି ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ନେଇ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକଥିବା ଅଭିଯୁକ୍ତ ମାନେ … Read More

ଏସଟିଏଫ ପଞ୍ଝାରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ, କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର :-ଏସଟିଏଫ ପଞ୍ଝାରେ କୁଖ୍ୟାତ ବ୍ରାଉନସୁଗାର ବେପାରୀ । ଖୋର୍ଦ୍ଧା ବାଇପାସରୁ ବ୍ରାଉନସୁଗାର ବେପାରୀ ସେଖ୍ ଅନୱର ଓରଫ ପିଣ୍ଟୁକୁ ଗିରଫ କରାଯାଇଛି । ପିଣ୍ଟୁକୁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ପିଣ୍ଟୁ ନିକଟରୁ ୧ କେଜି ୩୧୦ … Read More

ସାଇବର ଠକେଇକୁ ରୋକି ପାରିବ କି ହେଲ୍ଫ ଡେସ୍କ?,ସ୍ପେଶାଲ ସ୍କ୍ୱାର୍ଡରେ ଆରମ୍ଭ ହେଲା ଡେସ୍କ, ଠକେଇର ଏକ ଘଣ୍ଟା ମଧ୍ୟରେ ଜଣାଇବାକୁ ସିପିଙ୍କ ନିବେଦନ

ଭୁବନେଶ୍ୱର:-ରାଜଧାନୀରେ ଗତ କିଛି ମାସ ହେବ ସାଇବର ଅପରାଧ ବଢିବାରେ ଲାଗିଛି । ପ୍ରତି ସପ୍ତାହରେ ରାଜଧାନୀର ବିଭିନ୍ନ ଥାନାରେ ୧୨ଟି ଅଭିଯୋଗ ହେଉଛି । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଅପରାଧିଙ୍କ ନିକଟରେ ପହଞ୍ଚିବାରେ ବିଫଳ … Read More

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ, ‘୬ ସପ୍ତାହରେ ଜବାବ ଦିଅ’

ଭୁବନେଶ୍ୱର:- ବହୁ ଚର୍ଚ୍ଚିତ ଓମ୍‌ଫେଡ୍‌ ଦୁର୍ନୀତି ମାମଲାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ … Read More

ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ ତାକୁ ଚାକିରି ମିଳିବ,ଚାକିରି ନାଁରେ ଏଏନ୍‌ଏମ୍‌ଙ୍କୁ ଠକେଇ

ଭୁବନେଶ୍ୱର:- ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ ତାକୁ ଚାକିରି ମିଳିବ । ଏଭଳି କହି ଏଏନ୍‌ଏମ୍‌ଙ୍କୁ ଠକେଇ କରିଥିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ । ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରାଯାଇ … Read More

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ମାହାଙ୍ଗା: –ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ହତ୍ୟା ଘଟଣାରେ ଏବେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । କଟକ ଗ୍ରାମାଞ୍ଚଳ … Read More

ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍, ୪ ଠିକା କର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା:– ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍‌ ଘଟଣା । ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୪ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି … Read More

ମଦ ମାଫିଆଙ୍କ ଆକ୍ରମଣରେ ୨ ଅବକାରୀ ଅଧିକାରୀ ଗୁରୁତର

ଆଠଗଡ଼:– ବେଆଇନ ମଦ କାରବାର ରୋକିବାକୁ ଯାଇ ହଟହଟା ଅବକାରୀ ଅଧିକାରୀ  । ମଦ ମାଫିଆଙ୍କ ଆକ୍ରମଣରେ ୨ ଅବକାରୀ ଅଧିକାରୀ ଗୁରୁତର  । କଟକ ଆଠଗଡ଼ ତିଗିରିଆ ଭୀରୁଡ଼ାର ଏ ଘଟଣା  । ଗୁରୁତର ଦ୍ବୟ ହେଲେ କଟକ ସଦର … Read More

ଭୁବନେଶ୍ୱର ଏୟାରପୋର୍ଟରେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶୀ ବନ୍ଧୁକ ଜବତ । ଏୟାର ଏସିଆ ବିମାନରେ ଭୁବନେଶ୍ୱରରୁ ବେଙ୍ଗାଲୁରୁକୁ ଯାଉଥିବା ଯାତ୍ରୀଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ ହୋଇଛି ।  ଲଗେଜ ସ୍କାନର ବେଳେ ଦେଶୀ ବନ୍ଧୁକ ଜବତ କରିଥିଲା … Read More