ମୁଣ୍ଡବିହୀନ ଶିଶୁପୁତ୍ର ଉଦ୍ଧାର

ଯାଜପୁର:  ଯାଜପୁରର ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ ପିଲା ଚୋର ଭୟ ରହିଥିବା ବେଳେ ଆଜି ଏକ  ଶିଶୁ ପୁତ୍ରର ମୁଣ୍ଡ  ନଥିବା ଶରୀର ମିଳିବା ପରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ … Read More

ବୃଦ୍ଧାଙ୍କ ଠାରୁ ଝାମ୍ପି ନେଲେ ସୁନା ଚେନ୍

ଭୁବନେଶ୍ୱର: -ପେଟ୍ରୋଲ୍ ପମ୍ପରେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି କେହି ଦୁବୃର୍ତ୍ତ । ଲୁଟ୍ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅନ୍ତର୍ଗତ ନବାଟି ଗ୍ରାମର ଅନୁପମା ମହାପାତ୍ର ଏବଂ … Read More

ରାକେଶଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ

ଭୁବନେଶ୍ବର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କ ରିମାଣ୍ଡ ଆବେଦନ ଉପରେ ଜିଲ୍ଲା ଦୌରାଜଜ ଅଦାଲତ ଶୁଣାଣି କରିଛନ୍ତି। ରାକେଶ ସ୍ବାଇଁ ଫେବ୍ରୁଆରି ୨ ତାରିଖ ଠାରୁ ତିନି ଦିନିଆ ରିମାଣ୍ଡରେ ଯିବ। ପୂର୍ବରୁ … Read More

ଭିଜିଲାନ୍ସ ଜାଲରେ ଅବକାରୀ ସବ୍‌-ଇନ୍‌ସ୍‌ପେକ୍ଟର

ସମ୍ବଲପୁର:- ପୁଣି ଜଣେ ସରକାରୀ ବାବୁ ପଡ଼ିଲେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ କଲା ରେଡ୍‌ । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର । ଝାରସୁଗଉଡ଼ା … Read More

ପେଟ୍ରୋଲ ଟ୍ୟାଙ୍କରରେ ଥିଲା ୭୫ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ:-ଗଞ୍ଜେଇ ଚାଲାଣ ପାଇଁ ମାଫିଆ ବାଛିଥିଲେ ପେଟ୍ରୋଲ ନେବା ଆଣିବା କରୁଥିବା ଏକ ଟ୍ୟାଙ୍କରକୁ। କିନ୍ତୁ ସେମାନଙ୍କର ଏହି ତରିକା ଫେଲ୍ ମାରିଲା। ଆଉ ଧରି ପକାଇଲା ପୁଲିସ୍। ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ।ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ … Read More

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣା, ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର:-ଦୁଷ୍କର୍ମ ଉଦ୍ୟମ ପରେ ନାବାଳିକାର ଗଳା କାଟି ହତ୍ୟା ଉଦ୍ୟମ ଘଟଣାରେ ୨ ଅଭିଯୁକ୍ତ ଗିରଫ। ସୋରଳ ଓଡିଆର୍‌ପି କଲୋନୀରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ଗତ ୨୮ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ଦୁର୍ବୃତ୍ତମାନେ। ନାବାଳିକା ଜଣଙ୍କ ସେମାନଙ୍କୁ ବିରୋଧ କରିଥିଲେ। … Read More

ପିକ୍ଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ, ୧୩ ଗୁରୁତର

ଜୟପୁର:– କୋଟପାଡ଼ ଥାନା NH-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ । ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ମେଡିକାଲରେ ମୃତ୍ୟୁ … Read More

ସିକ୍ୟୁରିଟି ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର: ଯାଜପୁର ସଦରଥାନା ଅଧୀନ ସାହସପୁରଠାରେ ନିର୍ମାଣଧୀନ ବିଦ୍ୟୁତ୍ ଷ୍ଟ୍ରକ୍‌ଚରରେ ସିକ୍ୟୁରିଟି ଗାର୍ଡ କାମ କରୁଥିବା ଏହି ଥାନା ଏରବାଙ୍କ ଗ୍ରାମର ତ୍ରିଲୋଚନ ମଲିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ହଠାତ୍ ୨୭ ତାରିଖ ରାତି ପ୍ରାୟ ୧୨ଟାରେ ଏକ ବୋଲେରୋରେ … Read More

ପୋଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳରେ ପୁଣି ମାତିଲେ ମାଓବାଦୀ । ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଛନ୍ତି । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ବେଲଘର ଥାନା ଭଣ୍ଡରଙ୍ଗି … Read More

ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା

ଭୁବନେଶ୍ୱର: ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର … Read More