ରାଜଧାନୀରେ ଲୋମଟାଙ୍କୁରା ଦୃଶ୍ୟ, ବୁଦା ମୁଳରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ

ଭୁବନେଶ୍ୱର:-ଭୁବନେଶ୍ବରରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ । ବୁଦା ମୁଳରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଏକ ଛୁରୀ, ୪ଟି ଗ୍ଲୋବସ ଓ ମଦ ବୋତଲ ଜବତ କରିଛି ପୋଲିସ। ସେପଟେ ମୃତ ଦେହରେ ମୁଣ୍ଡ ନଥିବାରୁ … Read More

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ ଜାଲରେ ବିନିକା ରେଞ୍ଜର ଫରେଷ୍ଟର,

ସୁବର୍ଣ୍ଣପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ। ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ବିନିକା ରେଞ୍ଜର ଫରେଷ୍ଟର। ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ କାର୍ଯ୍ୟାଳୟରେ ଚାଲିଛି ଭିଜିଲାନ୍ସ ରେଡ। ସୋନପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ ଆଜି ଏକକାଳୀନ ଭାବେ ସୋନପୁର … Read More

କଟକରୁ ଜବତ ହେଲା ନକଲି ସୋଢ଼ା

କଟକ:- ଗତକାଲି ଭୁବନେଶ୍ୱରରେ ଆଜି କଟକରେ। ନକଲି ସାମଗ୍ରୀ ତିଆରିରେ ଚାଲିଛି ପ୍ରତିଯୋଗିତା। ସିଲଭର ସିଟି ଏବଂ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ଟକରାଟକରି କମ୍ପିଟିସନ। କିଛି ଦିନ ମଧ୍ୟରେ ପ୍ରାୟ ସମସ୍ତ ପ୍ରକାରର ଖାଦ୍ୟର ଭେଜାଲ ସାମଗ୍ରୀ ଜବତ ହୋଇସାରିଲାଣି। କେତେବେଳେ ଆଚାର … Read More

ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗ,ରେଲ୍‌ଓ୍ୱେର ସିନିଅର ଟ୍ରାଭେଲିଂ ଅଫିସରଙ୍କ ଘରେ ଚଢ଼ାଉ

ଭୁବନେଶ୍ୱର:– ସିବିଆଇ ଜାଲରେ ରେଲଓ୍ୱେ ଅଫିସର୍‌ । ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ରେଲ୍‌ଓ୍ୱେ ବିଭାଗର ସିନିଅର ଟ୍ରାଭେଲିଂ ଅଫିସରଙ୍କ ଘରେ ଚଢ଼ାଉ କରିଛି । ଭୁବନେଶ୍ୱରର କୋଳଥିଆ ଅଞ୍ଚଳରେ ସିବିଆଇ ପକ୍ଷରୁ ଏହି ରେଡ୍ କରାଯାଇଛି … Read More

ମହଙ୍ଗା ପଡିଲା ମୋବାଇଲେ କଥା ହେବା, ରେଳଧାରଣା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରେନ୍

କଟକ: ସାମାନ୍ୟ ଅବହେଳା ଏବଂ ସତର୍କ ପାଇଁ ଅକାରଣରେ ଚାଲିଗଲା ଜୀବନ । ମୋବାଇଲ ଫୋନ ନେଇଗଲା ଜୀବନ। ମୋବାଇଲ୍‌ ଫୋନରେ କଥା ହୋଇ ରେଳଧାରଣା ଅତିକ୍ରମ କରିବା ସମୟରେ ଧକ୍କା ଦେଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ … Read More

ଫେରିଲା ଆକାଉଣ୍ଟରୁ ଗାୟବ ହୋଇଥିବା‌ ଟଙ୍କା

ଭୁବନେଶ୍ୱର::–ଗୋଟିଏ ନୁହେଁ ଏକ କକାଳୀନ ତିନୋଟି ସାଇବର ଠକେଇ ଘଟଣାରେ ପୋଲିସକୁ ସଫଳତା ମିଳିଛି। ଗତ କିଛି ଦିନ ପୂର୍ବରୁ କଟକ ନୂଆ ବଜାରର ବିଷ୍ଣୁପ୍ରସାଦଙ୍କ ସହ ସାଇବର ଠକେଇ ହୋଇଥିଲା। ସେ ତାଙ୍କ ଟଙ୍କା ଏବେ ଫେରି ପାଇଛନ୍ତି। ପ୍ରାୟ … Read More

ପ୍ରେମରେ ବିଫଳ ହୋଇ ପ୍ରେମିକାର ଗଳା କାଟିଲା ପ୍ରେମିକ

ବାଲେଶ୍ୱର:- ପ୍ରେମରେ ବିଫଳ ହୋଇ ପ୍ରେମିକାର ଗଳା କାଟିଲା ପ୍ରେମିକ। ମଙ୍ଗଳବାର ସଂନ୍ଧ୍ଯାରେ ବାଲେଶ୍ବର ସେଲଟ୍ୟାକ୍ସ କଲୋନୀ ନିକଟରେ ଘଟିଛି ଏଭଳି ଘଟଣା। ପ୍ରେମିକର ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର … Read More

ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧା ହେଲେ ହୋମ୍‌ଗାର୍ଡ

ମାଲକାନଗିରି:-ଗଞ୍ଜେଇ ଚାଲାଣ ଅଭିଯୋଗରେ ହୋମ୍‌ଗାର୍ଡ ଗିରଫ। ସୋମବାର ଏପରି ଅଭିଯୋଗ ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରୁ ଆସିଛି। ପୁଲିସ ହୋମ୍‌ଗାର୍ଡଙ୍କ ସହ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଗଞ୍ଜେଇ ବୋଝେଇ ଗାଡ଼ି ଓ ମୋବାଇଲ ଜବତ କରିଛି। ଏନେଇ … Read More

ଭୁଲ ଇଞ୍ଜେକ୍ସନ ନେଲା ଜୀବନ

ଭୁବନେଶ୍ୱର: –ଭୁଲ ଇଞ୍ଜେକ୍ସନ ନେଲା ଜୀବନ। କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ଜଣେ ୩୦ ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବ୍ୟକ୍ତି ଜଣକ ଭିଙ୍ଗାରପୁର ଶାସନର ସିଦ୍ଧି ନାଥ ସାହୁ … Read More

ଓଡିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ଡ.ସତ୍ୟଜିତ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଆଯାଇଛି | ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ମୁତାବକ ବର୍ତ୍ତମାନ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଥିବା ସତ୍ୟଜିତ ମହାନ୍ତିଙ୍କ ଏହି ନୂତନ … Read More