ପାଇଲଟ୍ଙ୍କୁ ମନେଇବାକୁ ଲାଗି ପଡିଛି ପୁରା କଂଗ୍ରେସ, ଫୋନ୍ରେ ବୁଝେଇଲେ ପ୍ରିୟଙ୍କା-ରାହୁଲ୍,
ନୂଆଦିଲ୍ଲୀ:-ରାଜସ୍ଥାନ କଂଗ୍ରେସ ବିଦ୍ରୋହର ଦ୍ୱିତୀୟ ନାଟକରେ ଭିଲିୟାନରୁ ହିରୋ ହୋଇ ଗଲେଣି ସଚିନ ପାଇଲଟ । ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଚିନ ପାଇଲଟଙ୍କୁ ଏବେ ମନାଇବାକୁ ଲାଗିଛନ୍ତି କଂଗ୍ରେସର ବହୁ ତୁଙ୍ଗନେତା । ସଚିନଙ୍କ ସହ ଲଗାତର ସଂପର୍କରେ … Read More










