ପ୍ରେମିକାକୁ ଭିଡିଓ କଲ କରି ଯୁବକଙ୍କ ଆତ୍ମହତ୍ୟା !
ଝାରସୁଗୁଡା:-ଲାଇଭ୍ ସୁଇସାଇଡ୍ କଲେ ଯୁବକ।ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ ଅଞ୍ଚଳରେ ଜଣେ ୨୦ ବର୍ଷର ଯୁବକ ଘରେ କବାଟ ବନ୍ଦ କରି ପଙ୍ଖାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ବୁନ୍ଦିଆ ଅଞ୍ଚଳର ନୀତିଶ କୁମାର। … Read More










