ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ଦାୟିତ୍ବ: ୩୦ ଜିଲ୍ଲାର ଦାୟିତ୍ବ ନେଲେ ୩୦ ବିଜେଡି ନେତ୍ରୀ

ଭୁବନେଶ୍ୱର:-୩୦ ବିଜେଡ଼ି ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଗୀତା ବସ୍ତିଆଙ୍କୁ ଗଞ୍ଜାମ, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, କସ୍ତୁରୀ ମହାପାତ୍ରଙ୍କୁ ଖୋର୍ଦ୍ଧ ଏବଂ ଭୁବନେଶ୍ବର, ଉର୍ମିଳାଲତା ଦାସଙ୍କୁ ମୟୂରଭଞ୍ଜ, ପ୍ରଭାସିନୀ ସଡ଼ଙ୍ଗୀଙ୍କୁ  କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼, ସ୍ନିଧା ପାଣିଗ୍ରାହୀଙ୍କୁ ରାୟଗଡା, ଭାରତୀ ସିଂଙ୍କୁ ବାଲେଶ୍ବର, କୁଞ୍ଜଲତା ସାମଲଙ୍କୁ  ନୟାଗଡ଼, ସଂଯୁକ୍ତ ମହଲାଙ୍କୁ ଜଗତସିଂହପୁର, ନିବେଦିତା ମହାନ୍ତିଙ୍କୁ ମାଲକାନଗିରି, ସଂଘମିତ୍ରା ଦଳାଇଙ୍କୁ କନ୍ଧମାଳ, ରାଜଓ୍ବାନ ବେଗମଙ୍କୁ ଯାଜପୁର, ମିନତୀ ରାଉତଙ୍କୁ କେନ୍ଦ୍ରାପଡା, ସରୋଜିନୀ ରାଜଙ୍କୁ ବାଲାଙ୍ଗୀର, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ, ସଞ୍ଜୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି, ସନ୍ଧ୍ୟା ବିଶ୍ବାଳଙ୍କୁ ପୁରୀ, ରଞ୍ଜୁଲତା ରାୟଙ୍କୁ ସୋନପୁର, ରାନୁ ଜେନାଙ୍କୁ ନୂଆପଡା, ମୀରା ପରିଡାଙ୍କୁ କୋରାପୁଟ, ନିବେଦିତା ନାୟକଙ୍କୁ ବରଗଡ, ସରୋଜିନୀ ମହାପାତ୍ରଙ୍କୁ ଭଦ୍ରକ, ସାମ୍ପା ମଜୁନ୍ଦାରଙ୍କୁ ନବରଙ୍ଗପୁର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଢ଼େଙ୍କାନାଳ, ସାଗରିକା ମିଶ୍ରଙ୍କୁ ଝାରସୁଗୁଡା, ବାସନ୍ତି ସିଂଙ୍କୁ ବୌଦ୍ଧ, ବନଜା ମହାନ୍ତିଙ୍କୁ ଦେବଗଡ଼ ଏବଂ ବାସନ୍ତି ମହାପାତ୍ରଙ୍କୁ ଗଜପତି ଜିଲ୍ଲାର ଦାୟିତ୍ବ ଦିଆଯାଇଛି।

Leave a Reply

Your email address will not be published. Required fields are marked *