ପାଇଲଟ୍‌ଙ୍କୁ ମନେଇବାକୁ ଲାଗି ପଡିଛି ପୁରା କଂଗ୍ରେସ, ଫୋନ୍‌ରେ ବୁଝେଇଲେ ପ୍ରିୟଙ୍କା-ରାହୁଲ୍,

ନୂଆଦିଲ୍ଲୀ:-ରାଜସ୍ଥାନ କଂଗ୍ରେସ ବିଦ୍ରୋହର ଦ୍ୱିତୀୟ ନାଟକରେ ଭିଲିୟାନରୁ ହିରୋ ହୋଇ ଗଲେଣି ସଚିନ ପାଇଲଟ । ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଚିନ ପାଇଲଟଙ୍କୁ ଏବେ ମନାଇବାକୁ ଲାଗିଛନ୍ତି କଂଗ୍ରେସର ବହୁ ତୁଙ୍ଗନେତା । ସଚିନଙ୍କ ସହ ଲଗାତର ସଂପର୍କରେ … Read More

ବିଜେଡିର ୧୮ ନାରୀନେତ୍ରୀଙ୍କୁ ଜିଲ୍ଲା ସାଙ୍ଗଠନିକ ଦାୟିତ୍ୱ

ଭୁବନେଶ୍ୱର :-ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର ଗୀତା ବସ୍ତିଆ-ଗଜପତି, ଗଞ୍ଜାମ … Read More

ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସମ୍ପର୍କୀୟଙ୍କ ଘରେ ଆୟକର ବିଭାଗର ଚଢାଉ,

ଜୟପୁର,:–ରାଜସ୍ଥାନରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ବିରୋଧରେ ଆୟକର ବିଭାଗ ଆକ୍ସନ ନେବା ଆରମ୍ଭ କରିଦେଇଛି । ଆୟକର ବିଭାଗର ୨୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଦିଲ୍ଲୀ ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢାଉ କରିଛନ୍ତି … Read More

ପଶ୍ଚିମବଙ୍ଗର ଭାଜପା ବିଧାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କୋଲକାତା:-ପଶ୍ଚିମବଙ୍ଗର ଭାଜପା ବିଧାୟକଙ୍କ ଶବ ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗର ଭାଜପା କହିଛି ଯେ ଉତ୍ତର ଦିନାଜପୁରରେ ରିଜର୍ଭଡ ସିଟ୍ ହେମତାବାଦର ଭାଜପା ବିଧାୟକ ଦେବେନ୍ଦ୍ର ନାଥ ରେଙ୍କ ଶବ ତାଙ୍କ ଗାଁ ଘର ପାଖରେ … Read More

ବଦଳିବେ କି ରାଜ୍ୟ କଗ୍ରେସର ମଙ୍ଗୁଆଳ?,ପିସିସି ସଭାପତି ରେସ୍‌ରେ କେତେ ଜଣ ଅଛନ୍ତି କହିଲେ ସୁର

ଭୁବନେଶ୍ୱର::-ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ୧୩ ଜଣ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ। ନରସିଂହ ମିଶ୍ର, ଶରତ ରାଉତ, ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀଙ୍କ ନାଁ ସଭାପତି … Read More

ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ କଂଗ୍ରେସର ସଭାପତି ପଦରେ ନିଯୁକ୍ତ

ଅହମ୍ମଦାବାଦ:- ଗୁଜରାଟ କଂଗ୍ରେସ ହାର୍ଦ୍ଦିକ ପଟେଲଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ କରିଛି। ହାର୍ଦ୍ଦିକ ପଟେଲଙ୍କୁ ଅଚାନକ ଏତେ ବଡ ଦାୟିତ୍ଵ ଦିଆଯିବା ପଛରେ କଂଗ୍ରେସ୍‌ କିଛି ବଡ ରଣନୀତି ଥାଇପାରେ। ପାଟିଦାର ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କ … Read More

ମହିଳାଙ୍କୁ ଦୁଷ୍ମର୍ମ ଓ ହତ୍ୟା ରିପୋର୍ଟ ବଦଳାଇବାକୁ ପୁଲିସ ଚାପ ପକାଉଛି : ବିଜେପି

ଭୁବନେଶ୍ୱର:-ମାଲକାନଗିରି ପୁଲିସ୍ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରିପୋର୍ଟ ବଦଳାଇବାକୁ ଡାକ୍ତରଙ୍କ ଉପରେ ପୁଲିସ୍ ଚାପ ପକାଉଛି। ସମସ୍ତ ଦୋଷୀଙ୍କୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଗିରଫ ନକରିବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଲଢେଇ ଜାରି … Read More

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ୧୦୩ ଜଣଙ୍କ ସ୍ୱାବ୍ ରିପୋର୍ଟ ଆସିଲା ନେଗେଟିଭ୍‌

ନୀଳଗିରି;-ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ଜଣଙ୍କୁ ଛାଡି ଆଉ ସବୁ ନମୁନା ନେଗେଟିଭ ଆସିବା ପରେ ଅଞ୍ଚଳବାସୀ ଆଶ୍ଵସ୍ତି ଲାଭ କରିଛନ୍ତି। ଆଉ କିଛି ସ୍ୱାବ … Read More

ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର:-ବିଜେଡିର ୧୫ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ମିଳିଲା ନୂଆ ଦାୟିତ୍ବ। ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ବିକାଶ, ଆଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂ ଦେଓ, ଏବଂ ପ୍ରୀତି ରଞ୍ଜନ ଗଡ଼େଇଙ୍କୁ ସାମାଜିକ କଲ୍ୟାଣ,  ଅରୁଣ କୁମାର ସାହୁଙ୍କୁ ସଂସ୍କୃତି ଓ … Read More

ସଲମାନ ଖାନଙ୍କୁ ଟ୍ୱିଟକୁ ନେଇ ଚର୍ଚ୍ଚା ପରେ ସଫେଇ ରଖିଲେ ସାଂସଦ

ସାଂସଦ ଅନୁଭବ ମହାନ୍ତିଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ପରେ ଆଜି ସଫେଇ ରଖିଛନ୍ତି ସାଂସଦ । କେନ୍ଦ୍ରାପଡାରେ ସେ ସବୁ ଦାୟିତ୍ୱ ତୁଲାଇଛନ୍ତି । ଜଣେ ସାଧାରଣ ଲୋକ ହିସାବରେ ତାଙ୍କର ମଧ୍ୟ ପସନ୍ଦ ରହିଛି । ଜଣେ ଅଭିନେତା ଭାବେ … Read More