କରୋନାରେ ସିମୁଳିଆ ବିଡିଓଙ୍କ ମୃତ୍ୟୁ

ସିମୁଳିଆ:- ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ବିଡିଓ ଡ. ନରହରି ବେହେରା (୫୬)ଙ୍କ ବୁଧବାର ଦେହାନ୍ତ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଡ. ବେହେରା ଭୁବନେଶ୍ୱରର ସମ୍‌ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କର ମଧୁମେହ ରୋଗ ମଧ୍ୟ … Read More

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ,

ମୁମ୍ବାଇ,:- ପିଲାମାନଙ୍କର ସବୁଠାରୁ ପ୍ରିୟ ସୁପରହିରୋ ‘ଶକ୍ତିମାନ’ ସିରିଏଲ ସବୁବେଳେ ଖୁବ୍ ଲୋକପ୍ରିୟ ରହିଛି। କେହି ଏହାକୁ ଭାରତର ପ୍ରଥମ ସୁପରହିରୋ କହୁଛନ୍ତି ତ ଆଉ କେହି ଏହାକୁ ସବୁଠାରୁ ଶକ୍ତିଶାଳୀ କହୁଛନ୍ତି। ୯୦ ଦଶକ ରେ ଏହି ଶୋ’ ପିଲାଙ୍କ … Read More

ସିବିଆଇ ତଦନ୍ତ ଦାବି କଲେ ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପିତା,

ହାଥରସ:–ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାର ଗୁରୁବାର ଦିନ ଅଭିଯୋଗ କରିଛନ୍ତି ଯେ ନିଜ ବୟାନ ବାରମ୍ବାର ବଦଳାଇବାକୁ ଜିଲ୍ଲା ପ୍ରଶାସନ ତାଙ୍କ ଉପରେ ଚାପ ପକାଉଛନ୍ତି । ପୀଡିତାଙ୍କ ପିତା କହିଛନ୍ତି ଯେ ସରକାରୀ ଅଧିକାରୀ ତାଙ୍କ ଉପରେ ଚାପ ପକାଉଛନ୍ତି … Read More

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ

ଓ୍ବାଶିଂଟନ୍ଆ:-ମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ। ଏହା ସହ ତାଙ୍କ ପତ୍ନୀ ମେଲେନିଆଙ୍କୁ ମଧ୍ୟ କରୋନା। ଦୁହେଁ ଏବେ କ୍ବାରେଣ୍ଟିନରେ ରହିଛନ୍ତି। ରାଷ୍ଟ୍ରପତିଙ୍କ ମହିଳା ସହଯୋଗୀ ହୋପ ହିକ୍ସ ମଧ୍ୟ କରୋନାରେ ସଂକ୍ରମିତ। ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା … Read More

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ: ପୀଡିତା ୮ ମାସର ଗର୍ଭବତୀ,

ତେଲକୋଇ:-ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଜଣେ ବିବାହିତ ପୁରୁଷ। ପୀଡିତା ବର୍ତ୍ତମାନ ୮ ମାସର ଗର୍ଭବତୀ। ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି। ତେଲକୋଇ ଥାନା ଅନ୍ତର୍ଗତ ଜଟ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାପ-ଝିଅ ୨ … Read More

ସୁଶାନ୍ତ ମୃତ୍ୟୁ ମାମଲା: ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା

ପାଟଣା:-ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତରେ ବିଳମ୍ବ ହେବାରୁ ସୁଶାନ୍ତଙ୍କ ବାପା କେକେ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଜି ଭେଟିଛନ୍ତି। ନୀତିଶଙ୍କ ବାସଭବନରେ ତାଙ୍କ ପରିବାର ଲୋକ ସୁଶାନ୍ତ ମୃତ୍ୟୁ ମାମଲା ତଦନ୍ତ ବାବଦରେ ଆଲୋଚନା … Read More

ବାବ୍ରି ମାମଲାରେ ରାୟ ଶୁଣାଇବା ପୂର୍ବରୁ ସିବିଆଇ ଜଜ୍ ଏସକେ ଯାଦବ ସକାଳେ ବେଶ୍ କିଛି ସମୟ ପୂଜା ପ୍ରାର୍ଥନାରେ କାଟିଥିଲେ,

ଲକ୍ଷ୍ନୌ:-ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ ଅଦାଲତ ବାବ୍ରି ମସଜିଦ ବିଧ୍ୱଂସ ମାମଲାରେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।୨୮ ବର୍ଷ ପରେ ଏହି ମାମଲାର ରାୟ ଆସିଛି । ୨୦୦୦ ପୃଷ୍ଠାର ରାୟରେ ଏହି ଘଟଣା ପୂର୍ବଯୋଜନା ମୁତାବକ ନଥିଲା … Read More

ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି : ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ନୂଆଦିଲ୍ଲୀ –ଅନ୍‌ଲକ୍‌-୫ ଗାଇଡ୍‌ଲାଇନ୍‌ ଜାରି । କରୋନା ନେଇ ବନ୍ଦ ରହିଥିବା ସିନେମା ହଲ୍‌ ଏବେ ଖୋଲିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍‌ଓ ଥିଏଟର । ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ରାଜ୍ୟ ସରକାର ।  … Read More

ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍

ନୂଆଦିଲ୍ଲୀ:-କରୋନା କାଳରେ ବାଜିଲା ନିର୍ବାଚନ ବିଗୁଲ । ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ନିର୍ବାଚନ ମୈଦାନ ସରଗରମ ହେବାକୁ ଯାଉଛି । ନଭେମ୍ବର ୩ରେ ଦୁଇଟି ଯାକ ଆସନରେ ମତଦାନ ହେବ … Read More

ଅନଲକ୍‌-୫ରେ ଖୋଲିପାରେ ସିନେମା ହଲ୍‌ ସହ ଏହି ସବୁ ଜିନିଷ

ନୂଆଦିଲ୍ଲୀ,: ଦେଶରେ ଅନ୍‌ଲକ୍‌-୪ର ସମୟସୀମା ଶେଷ ହେବାକୁ ବସିଛି । ଏବେ ସମସ୍ତଙ୍କ ନଜର ଅନ୍‌ଲକ୍‌-୫ ଉପରେ । ଅକ୍ଟୋବର-୧ରୁ ଲାଗୁ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ଅନ୍‌ଲକ୍‌ରେ କେନ୍ଦ୍ର ସରକାର ସିନେମା ହଲ୍‌ଗୁଡିକୁ ଖୋଲିବାର ଅନୁମତି ଦେଇପାରନ୍ତି ବୋଲି ଜଣାପଡିଛି … Read More