ଟ୍ୱିଟରରୁ ବ୍ୟାନ୍ ହେବା ପରେ, ଟ୍ରମ୍ପଙ୍କ ନୂଆ ନିଷ୍ପତ୍ତି, ନିଜେ ଆରମ୍ଭ କରିବେ ସୋସିଆଲ୍ ମିଡିଆ ସାଇଟ୍
ୱାଶିଂଟନ୍ଆ:-ମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସେଶିଆଲ୍ ମିଡିଆକୁ ଫୋରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏଥର କିନ୍ତୁ ସେ ନିଜର ଏକ ସାଇଟ୍ ଖୋଲି ଲୋକଙ୍କ ସହ ଯୋଡ଼ି ହେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟକୁ ପାଖାପାଖି … Read More










