ପରୀ ହତ୍ୟା ମାମଲାରେ ଅସନ୍ତୋଷ ପ୍ରକାଶ କଲେ NCPCR,କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଲେଖିଲେ ଚିିଠି

ନୂଆଦିଲ୍ଲୀ:-ପରୀ ହତ୍ୟା ମାମଲାରେ ଆଜି ଏକ ନୂଆ ମୋଡ ଆସିଛି । ଏସଆଇଟି ତଦନ୍ତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବା ଏନସିପିସିଆର । ଏଥିସହ ଏହି ମାମଲାକୁ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ … Read More

ଭାରତ ଭାଙ୍ଗିଲା ନିଜର ଲଜ୍ଜାଜନକ ରେକର୍ଡ, ମାତ୍ର ୧୯ ରନରେ ୬ଜଣ ଖେଳାଳି ଆଉଟ

ଆଡିଲେଡ:-ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ ବାହିନୀ ଲଜ୍ଜାଜନକ ସ୍କୋର କରିଛି । ମାତ୍ର ୧୯ ରନରେ ୬ଜଣ ଖେଳାଳି ଆଉଟ ହୋଇଯାଇଥିଲେ । ସେହିପରି ୩୧ ରନରେ ତିନୋଟି ଓ୍ୱିକେଟ୍ ହରାଇଥିଲା ଦଳ । … Read More

ସୋନିଆ ଗାନ୍ଧୀଙ୍କୁ ଶିବାନନ୍ଦ ତିୱାରୀଙ୍କ ପରାମର୍ଶ-‘ପୁତ୍ର ମୋହ ତ୍ୟାଗ କରି ଦେଶ ରକ୍ଷା କରନ୍ତୁ’

ନୂଆଦିଲ୍ଲୀ :- ଦଳର ଦାୟିତ୍ୱ କାହାକୁ ଦିଆଯିବ ସେନେଇ ଦ୍ବୀବିଧାରେ ଫସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏଥିପାଇଁ ସୋନିଆ ଗାନ୍ଧୀ ଶନିବାର ଦିନ କଂଗ୍ରେସର ବଡ ବଡ ନେତାଙ୍କ ବୈଠକ ଡାକିଛନ୍ତି। ସୂତ୍ର ଅନୁଯାୟୀ, ଦଳର ବଡ ବଡ ନେତାଙ୍କ … Read More

ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ଦାଖଲ କଲା ଚାର୍ଜସିଟ୍

ଉତ୍ତରପ୍ରଦେଶ:-ଉତ୍ତରପ୍ରଦେଶର ବହୁଚର୍ଚିତ ହାଥରସ୍ ଦୁଷ୍କର୍ମ ହତ୍ୟା ମାମଲା । ଘଟଣାରେ ୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ଚାର୍ଜସିଟ୍ । ହାଥରସ୍ ର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି … Read More

ପଶ୍ଚିମବଙ୍ଗରେ ବଢୁଛି ଟିଏମସି ବିଧାୟକଙ୍କ ଇସ୍ତଫା ଧାରା, ୨ ଦିନ ଭିତରେ ଦଳରୁ ୩ ବିଧୟକଙ୍କ ଇସ୍ତଫା

କୋଲକାତା:-୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନ ଆଗରୁ ଜଣକ ପରେ ଜଣେ ବିଧାୟକ ତୃଣମୂଳ କଂଗ୍ରେସ ଛାଡିବା ମମତାଙ୍କ ଚିନ୍ତା ବଢାବ ନିଶ୍ଚୟ । ଏହି ଇସ୍ତଫା ଧାରା ସ୍ପଷ୍ଟ କରୁଛି ଟିଏମସି କ୍ୟାମ୍ପରେ ସବୁକିଛି ଠିକ୍ … Read More

ବିଜେପି ଚାଣକ୍ୟଙ୍କ ମିଶନ ବେଙ୍ଗଲ :କୋଲକାତା ପହଞ୍ଚିବେ ଅମିତ ଶାହା

କୋଲକାତା:- ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସହିତ ବିବାଦ ମଧ୍ୟରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପିର ବହୁ ହେଭିଓ୍ବେଟ୍ ନେତା । ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି … Read More

ବିଜେପିରେ ଯୋଗଦେବା ପୂର୍ବରୁ ଶୁଭେନ୍ଦୁଙ୍କୁ ମିଳିଲା ‘Z+’ ସୁରକ୍ଷା ଓ ବୁଲେଟ୍ ପ୍ରୁଫ ଗାଡି,

କୋଲକାତା:-ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦିନ ହିଁ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍ କ୍ୟାଟଗରୀ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଥିଲା।  ସେହି ଅନୁସାରେ ତାଙ୍କ ଘର ଆଗରେ ୱାଇ ପ୍ଲସ୍‌ ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ  ହୋଇଛି। … Read More

ପୁଣି ବିସିସିଆଇ ଉପାଧ୍ୟକ୍ଷ ହେବେ ରାଜୀବ ଶୁକ୍ଳା

ନୂଆଦିଲ୍ଲୀ:– ପୂର୍ବତନ ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଲା ପୁଣି ଥରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ର ଉପାଧ୍ୟକ୍ଷ ହେବାକୁ ଯାଉଛନ୍ତି । ତାଙ୍କୁ ଉପାଧ୍ୟକ୍ଷ କରାଯିବା ଆପାତତ୍ ନିଶ୍ଚିତ ହୋଇସାରିଛି । ବିସିସିଆଇ ଏଜିଏମ୍‌ରେ ଏହାର ଆନୁଷ୍ଠାନିକ ଘୋଷଣା କରିବ … Read More

ଭାରତ-ଅଷ୍ଟ୍ରେଲିଆ ପିଙ୍କ ବଲ୍ ଟେଷ୍ଟ । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୨୩୩-୬

ଅଷ୍ଟ୍ରେଲିଆ:–ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଡେ ନାଇଟ ଟେଷ୍ଟରେ ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୮୯ ଓଭର ଖେଳି ୬ ୱିକେଟ ହରାଇ ୨୩୩ ରନ କରିଛି । ଦଳ ପକ୍ଷରୁ … Read More

ମମତାଙ୍କୁ ଆଉ ଏକ ଝଟକା: ଇସ୍ତଫା ଦେଲେ ଟିଏମସି ବିଧାୟକ ଜିତେନ୍ଦ୍ର ତିଓ୍ବାରୀ,

କୋଲକାତା:-ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା । ମମତା ବାନାର୍ଜୀଙ୍କ ଦଳରେ ବିଦ୍ରୋହ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଶୁଭେନ୍ଦୁ ଅଧିକାରୀଙ୍କ ପରେ ଗୁରୁବାର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ସୂଚନା … Read More