ଆସନ୍ତାକାଲି ମହାକାଶକୁ ଉପଗ୍ରହ ପ୍ରେରଣ କରିବ ଇସ୍ରୋ, ଶତ୍ରୁଙ୍କ ଗତିବିଧି ଉପରେ ରଖିବ ତୀକ୍ଷ୍ଣ ନଜର ରଖିବ,

ଶ୍ରୀହରିକୋଟା:-କରୋନା ମହାମାରୀ ଭିତରେ ମହାକାଶକୁ ଉପଗ୍ରହ ପ୍ରେରଣ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ଆସନ୍ତା ନଭେମ୍ବର ୭ ତାରିଖ ଅପରାହ୍ନ ୩ ଟା ୨ ମିନିଟ୍‌ରେ ଶ୍ରୀହରିକୋଟାରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହ ପ୍ରେରଣ କରାଯିବ … Read More

ଦିଦିଙ୍କ ଗଡ଼ରେ ଶାହଙ୍କ ଦମ୍ଭୋକ୍ତି: ‘୨୦୦ ଆସନରେ ଜିତିବୁ,

କୋଲକାତା :-ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ଗସ୍ତରେ ଅଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ଶାହ। ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦିଦିଙ୍କ ବିରୋଧରେ ଶାହଙ୍କ ଗର୍ଜନ ଗେମଚେଞ୍ଜର … Read More

ବିଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ନିଶ୍ଚିତ

ୱାସିଂଟନ:- ଜୋ ବିଡେନ ଆମେରିକାର ନୂଆ ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ। ହେଲେ ନିଜ ହାରକୁ ସହଜରେ ସ୍ୱୀକାର କରି ପାରୁନାହାନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଏଣୁ ନ୍ୟାୟାଳୟଙ୍କ ଦ୍ୱାରା ଆସନ ବଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏଥିରେ … Read More

ରିପବ୍ଲିକର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ,ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗ

ମୁମ୍ବାଇ:- ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ମାମଲାରେ ମୁମ୍ବାଇ ପୋଲିସ୍ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରାଯାଇଛି। ପୋଲିସ୍ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଉଠାଇ ନେଇଛି। ଗୋସ୍ବାମୀ ପୋଲିସ୍ ବିରୋଧରେ ନିଜ ସହ … Read More

ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ କେନ୍ଦ୍ରମନ୍ତ୍ରୀଙ୍କ ନିନ୍ଦା

ମୁମ୍ବାଇ: ଦୁଇ ବର୍ଷ ତଳର ଗୋଟିଏ ଆତ୍ମହତ୍ୟା ମାମଲାରେ ଆଜି ପୁଲିସ୍ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ତେବେ ଅର୍ଣ୍ଣବଙ୍କ ଗିରଫଦାରୀକୁ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା କଡ଼ା ନିନ୍ଦା କରିଛନ୍ତି। ଏଥିସହ ମହାରାଷ୍ଟ୍ରରେ … Read More

ଗୋଆରେ କରୁଥିଲେ ଅଶ୍ଲୀଳ ଭିଡିଓ ସୁଟ୍,ପୁନମ୍ ପାଣ୍ଡେଙ୍କ ବିରୁଦ୍ଧରେ ମାମଲା ରୁଜୁ

ଗୋଆ :- ପୁଣି ବିବାଦରେ ପୁନମ୍ ପାଣ୍ଡେ । ଗୋଆରେ ଅଶ୍ଲୀଳ ଭିଡିଓ ସୁଟ୍ କରିବା ନେଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଗୋଆ ଫରୱର୍ଡ ପାର୍ଟିର ମହିଳା ୱିଙ୍ଗ୍ ପୁନମ ପାଣ୍ଡେଙ୍କ ବିରୁଦ୍ଧରେ ଅଭିଯୋଗ କରିଛି ଯେଉଁଥିରେ … Read More

୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ସୈଫୁଲ୍ଲା ନିହତ

ଶ୍ରୀନଗର:-ଜାମ୍ମୁ କାଶ୍ମୀରରେ ପୋଲିସ୍ ଏବଂ ସୁରକ୍ଷାକର୍ମୀ ସଂଯୁକ୍ତ ଅପରେସନରେ ହିଜବୁଲ୍ ମୁଜାହିଦ୍ଦିନର ଚିଫ୍ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛି। ରିୟାଜ ନାୟକୁ ନିହତ ହେବା ପରେ ସୈଫୁଲ୍ଲାକୁ ଚିଫ୍ କମାଣ୍ଡର କରାଯାଇଛି। ସୂଚନା ଅନୁଯାୟୀ ସୈଫୁଲ୍ଲାକୁ ଶ୍ରୀନଗର ଜିଲ୍ଲାର ରଙ୍ଗରେତ ଅଞ୍ଚଳରେ … Read More

ଚୀନର ଷଡ଼ଯନ୍ତ୍ର : ଅରୁଣାଚଳର ସୀମାର ନିକଟତର ହେବ ଚୀନର ରେଳ ଲାଇନ୍

ବେଜିଂ:-ଚୀନ ସାମରିକ ଏବଂ ରଣନୀତିକ କୌଶଳ କରି ମହତ୍ତ୍ବପୂର୍ଣ୍ଣ ସିଚୁଆନ-ତିବ୍ବତ ରେଲଓ୍ବେ ଲାଇନର ନିର୍ମାଣ କରିବାକୁ ଯାଉଛି। ଏହି ରେଲଓ୍ବେ ଲାଇନ୍ ଦକ୍ଷିଣ ପଶ୍ଚିମ ପ୍ରାନ୍ତ ସିଚୁଆନର ୟାନରୁ ଆରମ୍ଭ ହୋଇ ତିବ୍ବତର ଲିଞ୍ଝି ପର୍ଯ୍ୟନ୍ତ ଯିବ। ଏହି ରେଲଓ୍ବେ ଲାଇନ୍ … Read More

କରୋନା ସଂକ୍ରମିତ ହୋଇ ତାମିଲନାଡୁ କୃଷି ମନ୍ତ୍ରୀଙ୍କ ମୃତ୍ୟୁ

ଚେନ୍ନାଇ,:-ଶନିବାର ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନ୍ନୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଦୋରାଇକାନ୍ନୁ ଗତ ୧୩ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି … Read More

ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି,

ନୂଆଦିଲ୍ଲୀ :-ତୁର୍କୀରେ ବଡ଼ ଧରଣର ଭୂମିକମ୍ପ । ଭୂମଧ୍ୟସାଗର ଅଞ୍ଚଳରେ ଥିବା ଏଜିଆନ୍ ସାଗର ମଧ୍ୟରେ ଏହାର କେନ୍ଦ୍ରସ୍ଥଳୀ ଥିବା ବେଳେ ଏହାର ବ୍ୟାପକ ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି । ବିଶେଷ କରି ତୁର୍କୀର ଉପକୂଳବର୍ତ୍ତୀ ଇଜମିର … Read More