ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ:-ଫୁସ୍ ଫୁସ୍ କର୍କଟରେ ଆକ୍ରାନ୍ତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରବିବାର ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବିଭିନ୍ନ ପରୀକ୍ଷଣ କରାଯିବ। ଏହା ପୂର୍ବରୁ ଶନିବାର ସଞ୍ଜୟ ଦତ୍ତ ମୁମ୍ବାଇର … Read More










