ସୁଶାନ୍ତ କେସ୍ରେ ଯାଞ୍ଚ ଜୋରଦାର କଲା ସିବିଆଇ, ସୋମବାର ରିୟା ଚକ୍ରବର୍ତ୍ତୀଙ୍କୁ କରାଯାଇପାରେ ଜେରା
ମୁମ୍ବାଇ :- ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିଜର ତଦନ୍ତ ଜୋରଦାର କରିଛି। ସୁଶାନ୍ତଙ୍କ ରୋଷେୟା, ବନ୍ଧୁ, ଘର ମାଲିକଙ୍କୁ ଜେରା କରିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ। ରିୟାଙ୍କୁ ସିବିଆଇ … Read More










