ଭାରତ-ପାକ୍ ସୀମାରେ ସୁଡଙ୍ଗ: ଆରମ୍ଭ ହେଲା ସର୍ଚ୍ଚ ଅପରେସନ୍
ଜମ୍ମୁ,:-ଶନିବାର ଜମ୍ମୁ-କଶ୍ମୀରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଲାଗଥିବା ବାଡ ତଳେ ଏକ ସୁଡଙ୍ଗ ଠାବ କରିଛି ବିଏସଏଫ। ଏବେ ଏଭଳି ଆହୁରି କିଛି ଲୁଚି ହୋଇ ରହିଥିବା ସୁଡଙ୍ଗକୁ ଖୋଜିବାର ବଡ ଧରଣର ଅପରେସନ୍ ଆରମ୍ଭ ହୋଇଯାଇଛି। ଏଭଳି ସୁଡଙ୍ଗ ଦ୍ବାରା … Read More










