ଭାରତ ଓ ଚୀନ ପୁଣି ମୁହାଁମୁହିଁ: LACରେ ଭାରତୀୟ ଘାଟିର ବିପରୀତ ପାର୍ଶ୍ବରେ ଟ୍ୟାଙ୍କ ମୁତୟନ କରୁଛି ଡ୍ରାଗନ୍ ସେନା,
ଲଦାଖ :- ଡ୍ରାଗନ ରଚୁଛି ନୂଆ ଚାଲ୍ ! ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଚୀନ ପୁଣି ଥରେ ନିଜର ହୀନ ଚକ୍ରାନ୍ତ ଆରମ୍ଭ କରିଛି। ରେଜାଙ୍ଗ ଲା, ରେଚିନ ଲା ଓ ମୋଖସୁରି … Read More










