ଜମ୍ମୁ-କାଶ୍ମୀର ସୋପିଆନରେ ଏନକାଉଂଟର : ସେନା ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ
ନୂଆଦିଲ୍ଲୀ,:-ଜମ୍ମୁକାଶ୍ମୀର ଶ୍ରୀନଗରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସେନା ଏନକାଉଂଟରରେ ଟଳିଲେ ୩ ଆତଙ୍କୀ । ଶ୍ରୀନଗରର ସୋପିଆନ୍ ଅଂଚଳରେ ଏହି ଏନକାଉଂଟର ହୋଇଛି । ସୋପିଆନର ଅମସିପୋରା ଅଂଚଳରେ ବଡି ଭୋରରୁ ସେନା ଆରମ୍ଭ କରିଥିଲା ସର୍ଚ ଅପରେସନ … Read More










