ଆଦିତ୍ୟ ଚୋପ୍ରାଙ୍କୁ ୪ଘଣ୍ଟା ପଚରାଉଚୁରା କଲା ପୋଲିସ୍ : ୟଶରାଜ ଫିଲ୍ମସ୍ ସହ ସୁଶାନ୍ତଙ୍କ ଡିଲ୍ ରଦ୍ଦ ନେଇ ଖୋଳତାଡ଼

ମୁମ୍ବାଇ :-ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍ ୟଶରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରାଙ୍କୁ ପଚରାଉଚୁରା କରିଛି। ସୂଚନା ଅନୁଯାୟୀ ଶନିବାର ସକାଳେ ମୁମ୍ବାଇ ପୋଲିସ୍ ଭର୍ସୋଭା ଷ୍ଟେସନରେ ଆଦିତ୍ୟ ଚୋପ୍ରାଙ୍କ ବୟାନ ରୁଜୁ କରିଛି। ପୋଲିସ୍ … Read More

କ୍ଵାରେଣ୍ଟାଇନ୍ ସେଣ୍ଟରରେ ଦୁଷ୍କର୍ମ

ମୁମ୍ବାଇ:-ସନ୍ଦିଗ୍ଧ କୋଭିଡ-୧୯ ସଂକ୍ରମିତ, ସୁସ୍ଥ ହେବାକୁ କ୍ବାରେଣ୍ଟାଇନ ସେଣ୍ଟର ଆସିଲେ ଆଉ ସେଠି ସାଜିଲେ ଖଳନାୟକ । ଜଣେ ମହିଳା ଅନ୍ତେବାସୀଙ୍କ ବିଶ୍ବାସରେ ବିଷ ଦେଇ ତାଙ୍କ ଇଜ୍ଜତ ଲୁଟିଲେ ।ପୀଡିତାଙ୍କ ବୟସ ୪୦ ବର୍ଷ, ଆଉ ସେହି କାମୁକ ଦୁଷ୍କର୍ମକାରୀକୁ … Read More

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡ଼ କୁଇନ କଙ୍ଗନାଙ୍କ କଡ଼ା ଚେତାବନୀ : କହିଲେ,ରହସ୍ୟ ଉପରୁ ପରଦା ନଉଠିଲେ ଫେରାଇଦେବେ ପଦ୍ମଶ୍ରୀ

ନୂଆଦିଲ୍ଲୀ:-ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ପ୍ରସଙ୍ଗରେ ବଲିଉଡ କୁଇନଙ୍କ ବଡ ବୟାନ । କଙ୍ଗଣା କହିଲେ ବଲିଉଡରେ ପରିବାର ବାଦ ଚାଲିଥିବା ନେଇ ଯଦି ପ୍ରମାଣ ଦେବାରେ ବିଫଳ ହେଲେ ଫେରାଇ ଦେବି ପଦ୍ମଶ୍ରୀ ସମ୍ମାନ । ବଲିଉଡ କୁଇନଙ୍କ ଏପରି … Read More

ବିସିସିଆଇକୁ ଶକ୍ତ ଝଟକା: ଡେକାନ ଚାର୍ଜର୍ସକୁ ୪୮୦୦ କୋଟି ଟଙ୍କା ଦେବାକୁ ଅଦାଲତି ନିର୍ଦ୍ଦେଶ,

ମୁମ୍ବାଇ :-ଆଇପିଏଲ୍‌ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କେବେ ଅନୁମତି ଦେବେ ତା ଉପରେ ସମସ୍ତଙ୍କ ନଜର । ସୌରଭ ଗାଙ୍ଗୁଲି ନେତୃତ୍ବଧୀନ ବିସିସିଆଇ ଆଗରେ ଅନେକ ଚ୍ୟାଲେଞ୍ଜ । ଏହି ସମୟରେ ବିସିସିଆଇକୁ ଲାଗିଛି ଏକ ବଡ଼ … Read More

କେରଳରେ ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଛି କରୋନା !

କେରଳ:-ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଚାଲିଛି । ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏହି ଭୟଙ୍କର ଭାଇରସ୍‌ର ସଂକ୍ରମଣ ଚେନ୍‌କୁ ଭାଙ୍ଗିବାରେ ଅସହାୟ ପାଲଟିଛନ୍ତି । ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ଚିହ୍ନଟ ହେଉଛନ୍ତି … Read More

ସୁଟିଂ ଆରମ୍ଭ କଲେ କପିଲ ଶର୍ମା, ସେଟରେ ଏଣ୍ଟ୍ରି ପୂର୍ବରୁ କୋଭିଡ୍ ଟେଷ୍ଟ

ମୁମ୍ୱାଇ: କପିଲ ଶର୍ମା ସୋ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ତାଙ୍କ ଟିମ୍ ଟିଭି ପରଦାରେ ଫ୍ରେସ ଏପିସୋଡ ସହ ନଜର ଆସିବେ । ଲକଡାଉନର ୧୨୫ ଦିନ ପରେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି କପିଲ … Read More

ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ କାମ

ଅଯୋଧ୍ୟା: ଅଗଷ୍ଟ ମାସରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇପାରେ । ଆସନ୍ତା ଅଗଷ୍ଟ ୩ କିମ୍ବା ୫ ତାରିଖରେ ହୋଇପାରେ ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ତାଙ୍କୁ … Read More

ରାଜ୍ୟପାଳଙ୍କୁ ଭେଟି ସଂଖ୍ୟା ଗରିଷ୍ଠତା ପ୍ରମାଣ ରଖିଲେ ଗେହଲଟ

ଜୟପୁର :-ରାଜସ୍ଥାନ ରାଜନୀତିରେ ପ୍ରତି ଦିନ ନୂଆ ନୂଆ ରଙ୍ଗ ଦେଖିବାକୁ ମିଳୁଛି। ପ୍ରଥମେ ପାଇଲଟ୍‌ ଓ ଗେହଲଟ୍‌ ଗୋଷ୍ଠୀ ପରସ୍ପର ଉପରେ ବୟାନବାଜି କରୁଥିଲେ। ପୁଣି ଚାଞ୍ଚଲ୍ୟକର ଅଡିଓ ଟେପ୍‌ ସାମ୍ନାକୁ ଆସିବା ପରେ ରାଜସ୍ଥାନ କଂଗ୍ରେସ୍ ଓ  ବିଜେପି … Read More

ଫୋନ ଟ୍ୟାପିଂ ମାମଲାରେ ଆକ୍ସନ ମୋଡରେ ଗୃହ ମନ୍ତ୍ରଣାଳୟ, ରାଜସ୍ଥାନ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ:-ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କ ଉପରେ ଛାଇ ରହିଥିବା ସଙ୍କଟ ଟଳିବାର ନାଁ ନେଉନାହିଁ। ରାଜସ୍ଥାନ ସରକାରକୁ ଅସ୍ଥିର କରାଯାଉଥିବା ଅଶୋକ ଗେହଲଟଙ୍କ ଦାବି ଏବଂ ଏଥିରେ ବିଜେପି ନେତାଙ୍କ ସହିତ କଂଗ୍ରେସ ପାର୍ଟିର  ବିଧାୟକ ଓ ପୂର୍ବତନ ମନ୍ତ୍ରୀଙ୍କ ହାତ … Read More

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ସିବିଆଇ ଯାଞ୍ଚ ହେଉ – ନିର୍ଭୟାଙ୍କ ଓକିଲ ମୋଦିଙ୍କୁ କଲେ ଟ୍ୱିଟ୍‌

ମୁମ୍ୱାଇ:-ସୁଶାନ୍ତ  ସିଂହ ରାଜପୁତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ହୋଇ ଗଲାଣି। ମୁମ୍ୱାଇ ପୁଲିସ୍‌ ତାଙ୍କର ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ବାହାର କରିପାରି ନାହିଁ । ସୁଶାନ୍ତଙ୍କ ପ୍ରଶଂସକ ଲଗାତାର  ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି । ଏବେ … Read More