ପାଇଲଟ୍ କ୍ୟାମ୍ପକୁ ଆଶ୍ୱସ୍ତି, ୨୪ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ବାଚସ୍ପତି ନେଇପାରିବେ ନାହିଁ କିଛି ବି ଆକ୍ସନ୍

ଜୟପୁର:-ରାଜସ୍ଥାନରେ ଚାଲିଥିବା ପଲିଟିକାଲ ଡ୍ରାମା ମଧ୍ୟରେ ହାଇକୋର୍ଟ ସଚିନ ପାଇଲଟଙ୍କ ଗୋଷ୍ଠୀକୁ ଜୁଲାଇ ୨୪ ଯାଏଁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବିଧାନସଭାର ବାଚସ୍ପତି ସିପି ଯୋଶୀଙ୍କୁ ଆସନ୍ତା ୨୪ ତାରିଖ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି … Read More

ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନଙ୍କୁ କରୋନା

ମୁମ୍ବାଇ;-ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଇନଷ୍ଟା ଷ୍ଟୋରିରେ ନିଜ କୋଭିଡ-୧୯ ପଜିଟିଭ ହେବାର ସୂଚନା ଦେଇଛନ୍ତି। ପ୍ରଶଂସକ ତାଙ୍କ ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛନ୍ତି। ଐଶ୍ବର୍ଯ୍ୟା ପୋଷ୍ଟରେ ଲେଖିଛନ୍ତି- ନିକଟରେ ତାଙ୍କର କରୋନା … Read More

ଚାଇନା ଆପ୍ ବିଗୋକୁ କଲା ବ୍ୟାନ୍ ବ୍ଲକ୍ କରି ଦେଇଛି ପାକିସ୍ତାନ, କଟକ୍ ମଧ୍ୟ ହେବ ବନ୍ଦ

ପେଶାଓ୍ବର:- ଭାରତ,ଆମେରିକା ଏବଂ ବ୍ରିଟେନ୍ ପରେ ଏବେ ଚୀନର ଖାସ୍ ବନ୍ଧୁ ପାକିସ୍ତାନ ଡ୍ରାଗନକୁ ଝଟକା ଦେଇଛି। ପାକିସ୍ତାନ ଟେଲି କମ୍ୟୁନିକେସନ ଅଥୋରିଟି ଚୀନର ଲାଇଭ ଷ୍ଟ୍ରିମିଂ ଆପ୍ ବିଗୋକୁ ବ୍ଲକ୍ କରି ଦେଇଛି। ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଟିକଟକ୍ … Read More

ବିଶ୍ୱରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ତୁଳନାରେ ଭାରତରେ ସଂକ୍ରମଣ ଓ ମୃତ୍ୟୁହାର କମ

ଭାରତରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପିଛା ଏହା ସମଗ୍ର ବିଶ୍ୱର ସର୍ବନିମ୍ନ ସ୍ତରରେ ରହିଛି । ବିଶ୍ୱରେ ହାରାହାରି ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା … Read More

ଦୁଇ ପୁରୁଷ ବନ୍ଧୁଙ୍କୁ ଅପହରଣ କରି ନେଇଥିଲେ ତିନି ଛାତ୍ରୀ, କୋର୍ଟ ଦେଉ ନାହାନ୍ତି ଜାମିନ

ବେଙ୍ଗାଲୁରୁ:-ବେଙ୍ଗାଲୁରୁ ସହରର ଏକ  ପ୍ରସିଦ୍ଧ କଲେଜର ତିନି ଜଣ ଯୁବତୀ ଦୁଇ ଜଣ ପୁରୁଷ ବନ୍ଧୁକୁ ଅପହରଣ କରିଥିବା ଖବର ସାମ୍ନାକୁ ଆସିଛି। ସିଟି କୋର୍ଟ ତିନି ଯୁବତୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଅଭିଯୁକ୍ତ ତିନି ଯୁବତୀ ଦ୍ଵିତୀୟ ବର୍ଷ … Read More

N95 ମାସ୍କ ରୋକି ପାରୁନି କରୋନା ଭାଇରସ୍, ପିନ୍ଧିବାକୁ ବାରଣ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:-N95 ମାସ୍କ ରୋକି ପାରୁନି କରୋନା ଭାଇରସ୍। N95 ମାସ୍କ କରୋନା ଭାଇରସ୍ ରୋକିବା ପାଇଁ ସବୁଠୁଁ ଭଲ ମାସ୍କ ବୋଲି କୁହାଯାଉଥିଲେ ହେଁ ଏବେ କିନ୍ତୁ  ବିପରୀତ କଥା ସାମ୍ନାକୁ ଆସିଛି। ଏହା କରୋନା ସଂକ୍ରମଣ ରୋକିବାରେ ବିଫଳ ହେଉଛି … Read More

ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହେବେ ରାଜ୍ୟର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀ

ଭୁବନେଶ୍ୱର: ରାଜ୍ୟର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ସମ୍ମାନ । ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଅଗଷ୍ଟ ୯ ତାରିଖରେ ସମ୍ମାନିତ ହେବେ । ହେଲେ କେହି ସଂଗ୍ରାମୀ ରାଷ୍ଟ୍ରପତି ଭବନ ଯିବେ ନାହିଁ । କୋଭିଡ୍ ପାଇଁ କାର୍ଯ୍ୟକ୍ରମରେ ପରିବତ୍ତର୍ନ କରାଯାଇଛି … Read More

ଭାରତରେ କରୋନା ଜନିତ କମ୍ ମୃତ୍ୟୁହାର ନେଇ ଆମେରିକା ଗଣମାଧ୍ୟମ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ:-ଭାରତରେ କରୋନା ଭାଇରସର ମୋଟ ମାମଲାର ସଂଖ୍ୟା ୧୦.୩୮ ଲକ୍ଷ ଉପରୁ ଅଧିକ ପହଁଞ୍ଚି ଯାଇଛି ଓ ଭାରତରେ ସଂକ୍ରମଣ ମାମଲା ଟପ୍-୩ ଦେଶରେ ରହିଛି। ଭାରତରେ ଏପର୍ଯ୍ୟନ୍ତ ୨୬,୨୭୩ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଆମେରିକାର ଏକ ପ୍ରମୁଖ ଖବରକାଗଜ … Read More

ସେକ୍ସ ରାକେଟର ରାଣୀ ମହୁମାଛି ସୋନୁ ପଞ୍ଜାବନର ତିହାର ଜେଲରେ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ:-ଦିଲ୍ଲୀର କୁଖ୍ୟାତ ସେକ୍ସ ରାକେଟର ରାଣୀ ମହୁମାଛି ଗୀତା ଅରୋରା ଓରଫ ସୋନୁ ପଞ୍ଜାବନ ତିହାର ଜେଲରେ କିଛି ବିଷାକ୍ତ ଔଷଧ ପିଇ ଦେଇଥିଲା। ଏହା ପରେ ତାର ସ୍ବାସ୍ଥ୍ୟାବସ୍ଥା ପୂରାପୂରି ବିଗିଡ଼ି ଯାଇଥିଲା। ସୋନୁ ପଞ୍ଜାବନକୁ ଦୀନ ଦୟାଲ ଉପାଧ୍ୟାୟ … Read More

ଚୀନକୁ ଘେରିବା ପାଇଁ ଆଣ୍ଡମାନ ଦ୍ୱୀପରେ ଭାରତୀୟ ନୌସେନାର ଯୁଦ୍ଧଭ୍ୟାସ

ନୂଆଦିଲ୍ଲୀ:-ପୂର୍ବ ଲଦାଖର LAC ସୀମାରେ ଚୀନ୍ ସହିତ ଚାଲିଥିବା ସାମରିକ ମୁକାବିଲା ମଧ୍ୟରେ ଭାରତୀୟ ନୌସେନା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ନିକଟରେ ଯୁଦ୍ଧ ଅଭ୍ଯାସ କରିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ ଆଣ୍ଡାମାନ ଏବଂ ନିକୋବରର ଦ୍ୱୀପ ପୁଞ୍ଜ ନିକଟରେ ଥିବା ସାମୁଦ୍ରିକ ମାର୍ଗ ଦେଇ ଚୀନ ବାଣିଜ୍ଯ କାରବାର … Read More