ଅଭିନେତା ସୁଶାନ୍ତ ଆତ୍ମହତ୍ୟା ମାମଲା : ଏନସିବି ହେପାଜତରେ ରିୟାଙ୍କ ଭାଇ, ସୁଶାନ୍ତଙ୍କ ସହଯୋଗୀ ସାମୁଏଲ ମିରାଣ୍ଡା , ରିୟାଙ୍କ ଘରେ ବି ରେଡ୍
ନୂଆଦିଲ୍ଲୀ:- ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତିଙ୍କ ଘରେ ରେଡ କରିିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଜି ସକାଳେ ଏନସିବିର ଏକ ୫ଜଣିଆ ଟିମ ରିୟା ଚକ୍ରବର୍ତିଙ୍କ ବାସଭବନରେ ପହଂଚି ଛାନଭିନ୍ କରିଛନ୍ତି । ରିୟାଙ୍କ ଗରେ ୪ … Read More










