ପ୍ରଧାନମନ୍ତ୍ରୀ ମୋଦିଙ୍କ ଲେହ ଗସ୍ତକୁ ନେଇ ଚୀନର ପ୍ରତିକ୍ରିୟା, କହିଲା- ସ୍ଥିତି ଖରାପ କରନ୍ତୁନି କୌଣସି ପକ୍ଷ

ନୂଆଦିଲ୍ଲୀ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଆଜି ଲେହ ପହଁଞ୍ଚିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚୀନ୍ ମଧ୍ୟ ମୋଦିଙ୍କର ଏହି ଗସ୍ତକୁ ନେଇ ନିଜର ପ୍ରତିକ୍ରିୟା ଦେଇଛି। ଚୀନର ବୈଦେଶିକ ମନ୍ତ୍ରଣାଳୟ ମୋଦିଙ୍କ ଏହି ଗସ୍ତ ନେଇ ବୟାନ  ଦେଇଛନ୍ତି। ଚୀନ୍ … Read More

ଲଦାଖବାସୀ କହୁଛନ୍ତି-ଚୀନ ଆମର ଜମି କବ୍‌ଜା କରିଛି, ପ୍ରଧାନମନ୍ତ୍ରୀ କହୁଛନ୍ତି- ଏମିତି କିଛି ହୋଇନାହିଁ, କେହି ତ ମିଛ କହୁଛି: ରାହୁଲ

ନୂଆଦିଲ୍ଲୀ:- ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଭାରତ ଓ ଚୀନ ମଧ୍ୟରେ ଲମ୍ବା ସମୟ ଧରି ଜାରି ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଚାନକ ଲେହ ଗସ୍ତ କରିଛନ୍ତି। ଏହା ଉପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ନିଜର … Read More

ଚୀନକୁ ମୋଦିଙ୍କ କଡ଼ା ଚେତାବନୀ: ବିସ୍ତାରବାଦର ଯୁଗ ଶେଷ, ଏବେ ବିକାଶବାଦର ସମୟ

ନୂଆଦିଲ୍ଲୀ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନକୁ ଦେଇଛନ୍ତି କଡା ଚେତାବନୀ।  ଭାରତୀୟ ସୈନିକଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ବିସ୍ତାରବାଦର ଯୁଗ ଶେଷ ହୋଇସାରିଛି, ଏବେ ବିକାଶବାଦର ସମୟ ଆସିଛି। ଦ୍ରୁତ ଗତିରେ ବଦଳୁଥିବା ସମୟରେ ବିକାଶବାଦ ହିଁ ପ୍ରାସଙ୍ଗିକ। ବିକାଶବାଦ ପାଇଁ … Read More

ରାଜନୈତିକ ଗୋଟି ଚଳାଇଲେ ତେଜସ୍ଵୀ, ଆରଜେଡିରେ ସାମିଲ ହେଲେ ତେଜପ୍ରତାପଙ୍କ ଶାଳି

ପାଟନା:-ବିହାର ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଦାୟିତ୍ଵ ସମ୍ଭାଳିଥିବା ତେଜସ୍ଵୀ ଯାଦବ ସାରଣରେ ବଡ ରାଜନୈତିକ ଗୋଟି ଚଳାଇଛନ୍ତି। ତେଜସ୍ଵୀ ଯାଦବ ପାର୍ଟିର ଅସନ୍ତୁଷ୍ଟ ନେତା ତଥା ଭାଇ ତେଜପ୍ରତାପ ଯାଦବଙ୍କ ଶ୍ଵଶ୍ଵର ଚନ୍ଦ୍ରିକା ରାୟଙ୍କୁ ଶାନ୍ତ … Read More

ହିମାଚଳ ପ୍ରଦେଶରେ ITBPର ୨୩ ଯବାନ ସହିତ ୩୨ ଜଣ କରୋନା ସଂକ୍ରମିତ

ସିମଲା : ହିମାଚଳ ପ୍ରଦେଶରେ ଗୁରୁବାର ଭାରତ ତିବ୍ବତ ସୀମା ପୋଲିସ(ITBP)ର ୨୩ ଯବାନ ସହିତ ମୋଟ୍ ୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୧୨ରେ ପହଞ୍ଚିଛି। ଅଧିକାରୀ ଗୁରୁବାର ଏହି ସୂଚନା … Read More

ଅପରାଧୀ-ପୋଲିସ ଗୁଳିବିନିମୟ, ଡିଏସ୍‌ପି ସମେତ ୮ ପୋଲିସ ସହିଦ

`କାନପୁର :-ଉତ୍ତର ପ୍ରଦେଶର କାନପୁର ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ଜଣାପଡିଛି ।କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୋଲିସ … Read More

ଋୁଷ ସହିତ ଭାରତର ବଡ ଡିଲ୍: ଆସିବ ୩୩ ଯୁଦ୍ଧ ବିମାନ, ଅପଗ୍ରେଡ୍‌ ହେବ ୫୯ ମିଗ୍‌-୨୯ ବିମାନ

ନୂଆଦିଲ୍ଲୀ :- ଲଦାଖକୁ ନେଇ ଚୀନ୍‌ ସହିତ ଲାଗି ରହିଥିବା ଉତ୍ତେଜନା ଦୃଷ୍ଟିରୁ ଭାରତ ଖୁବଶୀଗ୍ର ରୁଷ ଠାରୁ ୩୩ ଯୁଦ୍ଧ ବିମାନ ଆଣିବାକୁ ଯାଉଛି । ସେଥିରେ ୨୧ଟି ମିଗ-୨୯ ଓ ୧୨ଟି ସୁଖୋଇ-୩୦ ଲଢୁଆ ବିମାନ ରହିଛି । … Read More

ଭାରତ ବାୟୋଟେକ୍ କମ୍ପାନୀ ବନାଉଛି କରୋନା ପାଇଁ ଭ୍ୟାକ୍ସିନ୍

ନୂଆଦିଲ୍ଲୀ :- ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ କରୋନା ଭ୍ୟାକ୍ସିନ୍ ‘କୋଭାକ୍ସିନ୍’ । ଏହି ଭ୍ୟାକ୍ସିନ୍ ଭାରତ ବାୟୋଟିକ୍ କମ୍ପାନୀ ତିଆରି କରୁଛି । ତେବେ କୋଭାକ୍ସିନକୁ ମାନବ ଶରୀରରେ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଆଇସିଏମଆର ପକ୍ଷରୁ … Read More

ଭାରତ-ଚୀନ୍ ମୁହାଁମୁହିଁ : ଲଦାଖର ସ୍ଥିତି ପରଖିବାକୁ ଅଚାନକ ଲେହରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଲେହ ଲଦାଖରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲେହର ନିମୁ ଫରୱାର୍ଡ ପୋଷ୍ଟର ଅଧିକାରୀଙ୍କ ସହ କଥା ହୋଇଥିଲେ ଏବଂ ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରତିରକ୍ଷା ଷ୍ଟାଫ୍ (ସିଡିଏସ୍) ବିପିନ … Read More

ବଲିଉଡ୍ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ

ମୁମ୍ବାଇ:-ବଲିଉଡ୍ ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମୁମ୍ବାଇର ବାନ୍ଦ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ … Read More