ପଶ୍ଚିମବଙ୍ଗର ଭାଜପା ବିଧାୟକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

କୋଲକାତା:-ପଶ୍ଚିମବଙ୍ଗର ଭାଜପା ବିଧାୟକଙ୍କ ଶବ ଘର ପାଖରେ ଦଉଡ଼ିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗର ଭାଜପା କହିଛି ଯେ ଉତ୍ତର ଦିନାଜପୁରରେ ରିଜର୍ଭଡ ସିଟ୍ ହେମତାବାଦର ଭାଜପା ବିଧାୟକ ଦେବେନ୍ଦ୍ର ନାଥ ରେଙ୍କ ଶବ ତାଙ୍କ ଗାଁ ଘର ପାଖରେ … Read More

ରୁମାଲା ମନ୍ଦିରରେ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ

ତିରୁମାଲା:-ପାହାଡ ଉପରେ ଅବସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଜଣେ ଅଜଣା ଶ୍ରଦ୍ଧାଳୁ ୨୦ଟି ସୁନା ବିସ୍କୁଟ ଅର୍ପଣ କରିଛନ୍ତି | ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂହଲ କହିଛନ୍ତି ଯେ ଶନିବାର ଦିନ ହୁଣ୍ଡୀ ଖୋଲିବାରୁ ହୁଣ୍ଡୀ … Read More

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ:-ଚୀନ୍ ସହିତ ଜାରି ସୀମା ବିବାଦ ଭିତରେ, ଭାରତୀୟ ସେନା ଆମେରିକାରୁ ୭୨,୦୦୦ ସିଗ୍ ୭୧୬ ଆସଲ୍ଟ ରାଇଫଲ କିଣିବାକୁ ଯାଉଛି। ଏହି ରାଇଫଲର ପ୍ରଥମ ବ୍ୟାଚରେ ୭୨,୦୦୦ ରାଇଫଲ ଆସିଯାଇଛି ଓ ଏହାକୁ ସେନା ବ୍ୟବହାର ପାଇଁ ଏବଂ ଅନ୍ୟ … Read More

ବଚନ ପରିବାରର ୪ କରୋନା ପଜିଟିଭ୍‌: ହୋମ୍‌ ଆଇସୋଲେସନରେ ରହିବେ ଐଶ୍ବର୍ଯ୍ୟା ଏବଂ ଆରାଧ୍ୟା

ମୁମ୍ବାଇ:-ଅମିତାଭ ବଚନ ଏବଂ ଅଭିଷେକ ବଚନଙ୍କ ପରେ ପରେ ଆଜି ଐଶ୍ବରୟା ରାୟ ବଚନ ଏବଂ ଝିଅ ଆରାଧ୍ୟା ବଚନ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦ୍ବତୀୟ ଥର ପରୀକ୍ଷା ପରେ ଉଭୟ କୋଭିଡ ପଜିଟିଭ୍‌ ଥିବା ଜଣାଯାଇଥିଲା। … Read More

ଅନୁପମ ଖେରଙ୍କ ମା ଓ ଭାଇ ସମେତ ୪ ଜଣଙ୍କୁ କରୋନା

ମୁମ୍ବାଇ :- ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଜଣାପଡିବା ପରେ ଏବେ ଅଭିନେତା ଅନୁପମ୍ ଖେରଙ୍କ ମାଓ ଭାଇ ସମେତ ପରିବାରର ୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । … Read More

ବିକାଶ ଦୁବେ ଏନକାଉଣ୍ଟର ମାମଲା, ଏସଆଇଟି କରିବ ତଦନ୍ତ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟର ମାମଲାର ତଦନ୍ତ କରିବ ଏସଆଇଟି। ଏଥିପାଇଁ ଉତ୍ତର ପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୩୧ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ଏସଆଇଟି ଟିମର ନେତୃତ୍ୱ … Read More

ଚାପୁଡା ମାରିବାରୁ କନଷ୍ଟେବଲଙ୍କ ଉପରେ ରାଗି ଯାଇଥିଲା ବିକାଶ ଦୁବେ,

ଉଜ୍ଜୈନ :-ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ୟୁପି ଏସଟିଏଫ ଏନକାଉଣ୍ଟରରେ ପ୍ରାଣ ହରାଇଛି। ଦିନକୁ ପୂର୍ବରୁ ତା ହାତରେ ହାତକଡ଼ି ପିନ୍ଧାଇଥିଲେ ଉଜ୍ଜୈନ ମହାକାଲ ଥାନାର କନଷ୍ଟେବଲ ବିଜୟ ରାଠୋର। ବିଜୟ କେବଳ ତା ହାତରେ ହାତକଡ଼ି ପିନ୍ଧାଇ ନଥିଲେ … Read More

ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜରକୁ ଜେରା

ମୁମ୍ୱାଇ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ରେଶମା ସେଠୀଙ୍କୁ ଜେରା କରିଛି ମୁମ୍ୱାଇ ପୁଲିସ। ପାଖାପାଖି ୫ ଘଣ୍ଟା ଧରି ମୁମ୍ୱାଇର ବାନ୍ଦ୍ରା ପୁଲିସ ତାଙ୍କୁ ଜେରା କରିଥିବା ସୂଚନା। ରେଶମା … Read More

ଭାରତରେ ବଡ଼ଧରଣର ଆକ୍ରମଣ ଲାଗି POKରେ ଠୁଳ ହୋଇଛନ୍ତି ଆତଙ୍କବାଦୀ

ଜମ୍ମୁ:-ଭାରତରେ ବଡ଼ଧରଣର ଆତଙ୍କବାଦ ଆକ୍ରମଣ ଯୋଜନା କରିଛି ପାକିସ୍ତାନ। ଏଥିଲାଗି ପାକ୍‌ ଅଧିକୃତ କାସ୍ମୀର ଲଞ୍ଚପ୍ୟାଡ୍‌ରେ ଅନୁନ୍ୟ ୩୦୦ ଆତଙ୍କବାଦୀଙ୍କୁ ଠୁଳ କରିଛି। ସେମାନଙ୍କୁ ଭାରତ ସୀମା ଭିତରକୁ ପୁରାଇବା ଲାଗି ମଝିରେ ମଝିରେ ପାକ୍ ସେନା ସିଜ୍ ଫାୟର ଉଲ୍ଲଂଘନ … Read More

ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ କଂଗ୍ରେସର ସଭାପତି ପଦରେ ନିଯୁକ୍ତ

ଅହମ୍ମଦାବାଦ:- ଗୁଜରାଟ କଂଗ୍ରେସ ହାର୍ଦ୍ଦିକ ପଟେଲଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ପଦରେ ନିଯୁକ୍ତ କରିଛି। ହାର୍ଦ୍ଦିକ ପଟେଲଙ୍କୁ ଅଚାନକ ଏତେ ବଡ ଦାୟିତ୍ଵ ଦିଆଯିବା ପଛରେ କଂଗ୍ରେସ୍‌ କିଛି ବଡ ରଣନୀତି ଥାଇପାରେ। ପାଟିଦାର ଆନ୍ଦୋଳନରୁ ଲୋକଲୋଚନକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କ … Read More