କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ – କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି।ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୌସୁମି ଅଧିବେଶନରେ ସଂସଦରେ ଗୃହୀତ କୃଷି ବିଧେୟକ ଉପରେ ମୋହର ମାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧେୟକ ଗୃହୀତ ହେବାକୁ ଭାରତୀୟ କୃଷି ଇତିହାସରେ ଐତିହାସିକ … Read More










