ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା, ୨୫ ମୃତ, ଯଥା ସମ୍ଭବ ସହାୟତା ଦେବାକୁ ଭରସା ଦେଲେ ପ୍ରଧାନମନ୍ତ୍ରୀ
ହାଇଦ୍ରାବାଦ:-ମୂଷଳଧାରା ବର୍ଷା କାରଣରୁ ବେହାଲ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାର। ପ୍ରବଳ ବର୍ଷା କାରଣରୁ ଗତ ୨୪ ଘଣ୍ଟାରେ ଦୁଇ ରାଜ୍ୟକୁ ମିଶାଇ ଏ ପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାର ପ୍ରକୋପ ଏବଂ କରାଳରୂପ ସବୁଠୁ ଅଧିକ ହାଇଦ୍ରାବାଦରେ … Read More










