ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଫରେଷ୍ଟର

କଣ୍ଟାବାଞ୍ଜି:-ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫରେଷ୍ଟର। ତାଙ୍କ ନାଁ ହରିହର ସ୍ୱାଇଁ। ସେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜର ସିନ୍ଧେଇକେଲାରେ ଫରେଷ୍ଟର ଅଛନ୍ତି। ଜଙ୍ଗଲରେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିବା … Read More

ଓଡ଼ିଶାରେ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ,

ଭୁବନେଶ୍ୱର:-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ମଧ୍ୟରେ କେନ୍ଦ୍ର ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ … Read More

ଆନ୍ଧ୍ରର କାକିନାଡ଼ାରେ ବାତ୍ୟା କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର:-ବାତ୍ୟା ଅସାନିକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଜରୁରୀ ସୂଚନା ଦେଇଛନ୍ତି । ବର୍ତ୍ତମାନର ସ୍ଥିତି ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସେ କହିଛନ୍ତି । ଆନ୍ଧ୍ର କାକିନାଡ଼ା ପାଖାପାଖି ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ … Read More

ଓଡ଼ିଶାରେ କମ୍‌ ପବନ ହେବ, ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:- ବାତ୍ୟା ଅସାନି ଓଡ଼ିଶାରେ ସେତେଟା ପ୍ରଭାବ ପକାଇବ ନାହିଁ । ଓଡ଼ିଶାରେ କମ୍‌ ପବନ ବହିବା ସହିତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ । ମଧ୍ୟମ ଧରଣର ବର୍ଷା ହେବା ସହିତ କମ୍‌ ପବନ ବହିବ । ଗଜପତି, ରାୟଗଡ଼ା, … Read More

ମଡେଲ୍‌ ସୌମ୍ୟ ଆତ୍ମହତ୍ୟା ମାମଲା: ଡିସିପିଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର :- ସୌମ୍ୟ ଆତ୍ମହତ୍ୟା ଘଟଣାକୁ ତିନିମାସ ପୁରିଲାଣି । ହେଲେ ସୌମ୍ୟ ଯାହାପାଇଁ ଆତ୍ମହତ୍ୟା କରିଛି ସେ ଆଜି ପର୍ଯ୍ୟନ୍ତ ଆଇନର କାଠଗଡାକୁ କାହିଁକି ଆସିନାହିଁ । ଏ ସମ୍ପର୍କରେ ସୌମ୍ୟଙ୍କ ପରିବାର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା … Read More

ବିବାହର ଦୁଇ ଦିନ ପୂର୍ବରୁ ମିଳିଲା ଶିକ୍ଷକଙ୍କ ମୃତଦେହ,

ବରଗଡ଼,:- ଗତକାଲି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଜଣେ ଯୁବତୀଙ୍କ ଶବ ମିଳିଥିଲା । ତେବେ ଉକ୍ତ ଯୁବତୀ ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି … Read More

ବ୍ରଜରାଜନଗର ଉପନିର୍ବାଚନ: ବୁଧବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଝାରସୁଗୁଡା:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇ  କାଲି ଶେଷ ଦିନ।  ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ।  ତିନି ଦଳ ଝାରସୁଗୁଡାରେ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ  ଯୋଜନା … Read More

ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ … Read More

ବାଟରେ ଜଗିଥିଲା ଟ୍ରକ୍, ଧକ୍କାରେ ନନ୍ଦିନୀଙ୍କ ମୃତ୍ୟୁ

ନିମାପଡ଼ା:-ସକାଳୁ ସ୍କୁଲକୁ ଯାଇଥିବା ଝିଅର ଫେରିବା ବାଟକୁ ଚାହିଁରହିଥିଲେ ପରିବାର ଲୋକ  । କିନ୍ତୁ ବିଧାତାର ବିଧାନ କିଛି ଅଲଗା ଥିଲା  । କିଏ ଜାଣିଥିଲା ଝିଅ ଆଉ ଫେରିବନି ବୋଲି ? ଖୁସି ମିଜାଜର ନନ୍ଦିନୀ ଯେ, ଆଜି ସ୍କୁଲରୁ … Read More

ନିର୍ବାଚନରେ ହାରିଗଲେ, ମାନବିକତାରେ ଜିତିଗଲେ ସୂର୍ଯ୍ୟକାନ୍ତ

ଭୁବନେଶ୍ୱର:-ନିର୍ବାଚନରେ ହାରିଗଲେ ଅନେକ ନେତାଙ୍କୁ 5 ବର୍ଷ ପର୍ଯ୍ୟନ୍ତ ନିିିଜ ଅଂଚଳରେ ଦେଖିବାକୁ ମିଳେନାହିଁ। ଆଉ ପୁୁଣି ନିର୍ବାଚନ ଆସିଲେ ସେମାନେ ମୁହଁ ଦେଖାଇବେ। କିନ୍ତୁ ଏମିତି ଜଣେ ଯୁବ ନେତା ଅଛନ୍ତି ନିର୍ବାଚନ ହାରି ମଧ୍ୟ ମାନବିକତାରେ ଜିତିଗଲେ। ଏକଥା … Read More