ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଗଲେ ଡାକ୍ତର

ଭୁବନେଶ୍ୱର:-ବାତ୍ୟା ‘ୟାସ୍‌’ରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ରାଜ୍ୟ ସରକାର ପଠାଇଲେ ଡାକ୍ତରୀ ଟିମ୍‌। ୨୮ ଜଣ ଡାକ୍ତରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବାତ୍ୟା ପରେ ଅର୍ଥାତ ୨୮ ତାରିଖରେ ଆଉ ୮ … Read More

ବାତ୍ୟା ‘ୟାସ୍‌’ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର:-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏହି କଣ୍ଟ୍ରୋଲ ରୁମ୍ ଭୁବନେଶ୍ୱରସ୍ଥିତ ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସୀ(ଏସୟୁଡିଏ) ଅଫିସ ପରିସରରେ ଆସନ୍ତାକାଲିଠୁ … Read More

‘ୟାସ’ ପ୍ରସ୍ତୁତି: ଅଗ୍ନିଶମ ଡିଜିଙ୍କ ଜରୁରୀ ବୈଠକ

କଟକ: ଓଡିଶା ଉପକୂଳ ଆଡକୁ ମୁହାଁଉଥିବା ବାତ୍ୟା ‘ୟାସ’ କୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ବିଭାଗ ତରଫରୁ ପୁଣି ଥରେ ପ୍ରସ୍ତୁତି ବୈଠକ ହୋଇଛି । ଏହି ଅବସରରେ ଆଜି ଅଗ୍ନିଶମ ଡିଜି ଏମ. ଅକ୍ଷୟ ଭିଡିଓ କନଫରେନ୍ସ ଜରିଆରେ … Read More

ବାତ୍ୟା ପରେ ଜେନେରଟର ନଲଗାଇବାକୁ ପରାମର୍ଶ

ଭୁବନେଶ୍ୱର: – ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସଆରସି। ବାତ୍ୟା ପରେ କରେଣ୍ଟ କଟିଯାଇଥାଏ । ଗଛପତ୍ର ପଡି ସବୁକିଛି ବିପର୍ଯ୍ୟସ୍ଥ ହୋଇଥାଏ । କିନ୍ତୁ ବାତ୍ୟା ସରିବା ପରେ ଅର୍ଥାତ ପବନ, ବର୍ଷା କମିବା ପରେ ଅଧିକାଂଶ ଲୋକେ … Read More

ବାଲେଶ୍ଵର ଠାରୁ ୫୫୦ କିଲୋମିଟରରେ ‘ୟାସ’ ତାଣ୍ଡବ,

ଭୁବନେଶ୍ୱର: ସମୁଦ୍ର ଭିତରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ଼ ବାତ୍ୟା ୟାସ। ରାତି ସାଢ଼େ ୧୦ ସୁଦ୍ଧା ପାରାଦ୍ଵୀପ ଠାରୁ ମାତ୍ର ୪୫୦କିଲୋମିଟର ଓ ବାଲେଶ୍ଵର ଠାରୁ ୫୫୦ କିଲୋ ମିଟର ଦୂରରେ ରହିଛି ବାତ୍ୟା ୟାସ । ବିଶେଷ କରି … Read More

ବାତ୍ୟାରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା

ଭୁବନେଶ୍ବର : ବାତ୍ୟା ୟଶକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଟିପିସିଓଡିଏଲ । ୟଶ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ବିଦ୍ୟୁତ୍ କର୍ମମଚାରୀ । ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ଦୁର୍ଘଟଣା … Read More

ୟାସ୍ : ଟୁଇନସିଟିରେ ବୋହିବ ୧୧୦କିମି ବେଗରେ ପବନ

ଭୁବନେଶ୍ୱର;-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ଅତି ଉଗ୍ର ରୂପ ଧରି ସ୍ଥଳଭାଗ ଆଡ଼େ ମୁହାଁଇଥିବାବେଳେ ଏହା ରାଜ୍ୟର ୧୫ଟି ଜିଲ୍ଲାକୁ ପ୍ରଭାବିତ କରିବ। ଅବଶ୍ୟ ଉତ୍ତର ଓଡ଼ିଶାରେ ଏହା ସ୍ଥଳଭାଗ ଛୁଇଁବ ଓ ସେଠାରେ ଏହାର ପ୍ରଭାବ ବେଶୀ … Read More

ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ କୋଭିଡରେ ପରଲୋକ

ପୁରୀ: ସଭିଙ୍କ ପରିଚିତ ଏବଂ ଓଡିଶାର ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ ଆଉ ନାହାଁନ୍ତି  । କୋଭିଡର କାଳ ଛାୟାରୁ ସେ ମଧ୍ୟ ବର୍ତ୍ତି ପାରିଲେ ନାହିଁ  ।  ଆଧ୍ୟାତ୍ମିକତା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଗାଧ୍ୟ ଜ୍ଞାନ ରଖିଥିବା   ପ୍ରବଚକ … Read More

ବାତ୍ୟା ପାଇଁ ୬ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଉପକୂଳ ମୁହାଁ ବାତ୍ୟା ୟଶ । ଧିରେ ଧିରେ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ବାତ୍ୟା । ବାତ୍ୟାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାରେ କୋଭିଡ୍ ଟିକାକରଣ ଓ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ … Read More

ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ‘ୟାସ୍’

ଭୁବନେଶ୍ୱର: ସମୁଦ୍ର ଭିତରେ ଘଣ୍ଟାକୁ 4 କି.ମି. ବେଗରେ ଆସୁଛି ବାତ୍ୟା ୟାସ୍ । ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ୟଶ । ଆଜି ରାତିରେ ସିଭିୟର ସାଇକ୍ଲୋନର ରୂପ ନେବା ସହ କାଲି ଭେରି ସିଭିୟର ଷ୍ଟର୍ମରେ ପରିଣତ … Read More