ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ପିପିଲି: ପିପିଲି ପାଇଁ ଆଶ୍ରିତଙ୍କୁ ରିପିଟ କଲା ବିଜେପି  । ପିପିଲି ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ଏନେଇ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆଶ୍ରିତଙ୍କ ନାଁରେ ମୋହର ବାଜିଛି  । ୨୦୧୯ ନିର୍ବାଚନରେ ବିଜେଡି … Read More

ଆସନ୍ତାକାଲି ଭାରତ ବନ୍ଦ: ସାଢ଼େ ୯ଟା ସୁଦ୍ଧା ଅଫିସ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର:-କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ରାଜ୍ୟ ସରକାର କେତେକ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତାକାଲି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ଭୁବନେଶ୍ୱରରେ ଲୋକସେବା ଭବନ, ଖାରବେଳ … Read More

ରେଭେନ୍ସାରେ ଛାତ୍ରଙ୍କୁ କରୋନା, ୟୁଜି ଓ ପିଜି ପରୀକ୍ଷା ସ୍ଥଗିତ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷା ସ୍ଥଗିତ । ଆଜି ଅର୍ଥାତ ଗୁରୁବାର ହେବାକୁ ଥିବା ୟୁଜି ଓ ପିଜି ପରୀକ୍ଷା ସ୍ଥଗିତ କରିଛନ୍ତି କଲେଜ କର୍ତ୍ତୁପକ୍ଷ । ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କରୋନା ପଜିଟିଭ ଚିହ୍ନଟ ପରେ ଏପରି … Read More

ରାଜ୍ୟରେ ପୁଣି କରୋନା ଆତଙ୍କ, ଦୈନିକ ସଂକ୍ରମଣ ୨୦୦ ଟପିଲା

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ଆତଙ୍କ । ଦୈନିକ ସଂକ୍ରମଣ ପୁଣି ୨୦୦ ଟପିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ୨୧୪ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । କ୍ବାରେଣ୍ଟାଇନ ସେଣ୍ଟରରୁ ୧୨୬ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଲୋକାଲ କଣ୍ଟ୍ରାକ୍ଟ … Read More

NITର ୩ ଛାତ୍ରଙ୍କୁ କରୋନା

ରାଉରକେଲା:-ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ  ସ୍ୱତନ୍ତ୍ର  ଭାବେ ଆଇସୋଲେସନରେ ରଖା ଯାଇଛି । NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ … Read More

ବିଧାନସଭାରେ କୃଷି ଆଇନ ତାତି,

ଭୁବନେଶ୍ବର: ବିଧାନସଭାରେ କୃଷି ଆଇନ ତାତି । କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ କୃଷକଙ୍କ ପାଇଁ କ୍ଷତିକାରକ । କୃଷକ ବିରୋଧି … Read More

ଶୁକ୍ରବାର ଭାରତ ବନ୍ଦ

ଭୁବନେଶ୍ବର: କେନ୍ଦ୍ର କୃଷି ଆଇନକୁ ବିରୋଧ ଜାରି ରଖିଥିବା କୃଷକଙ୍କ ଆନ୍ଦୋଳନକୁ ଶୁକ୍ରବାର ୪ ମାସ ପୁରିବାକୁ ଯାଉଛି । କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାର ରହିବ ବୋଲି ଚେତାବନୀ ଶୁଣାଇ ସାରିଛନ୍ତି … Read More

‘ପଜିଟିଭ୍ ସଂଖ୍ୟା ବଢ଼ିଛି, ତେବେ ସ୍ଥିତି ଠିକ ଅଛି’

ଭୁବନେଶ୍ୱର:- ରାଜ୍ୟରେ କରୋନା ଗ୍ରାଫ୍‌ ଏବେ ଉପରମୁହାଁ ରହିଛି। ଆଜି ରାଜ୍ୟରେ ପଜିଟିଭ ସଂଖ୍ୟା ୨୦୦ ପାର କରିଦେଇଛି।  ହେଲେ ଏଥିଯୋଗୁ ଭୟଭୀତ ହେବା ଦରକାର ନାହିଁ, ଓଡ଼ିଶା ସ୍ଥିତି ଠିକ୍ ଥିବା କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା। ରାଜ୍ୟରେ … Read More

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ନୀଳଗିରି:-ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ କଟି ସିଂଙ୍କ ସ୍ତ୍ରୀ ରଇବାରୀ ସିଂ । ତାଙ୍କ ଘର ଭାଲୁକାଶୁଣି ଗାଁରେ ବୋଲି ଜଣାପଡିଛି।ଜଙ୍ଗଲ ଭିତରକୁ କିଛି ଲୋକ … Read More

ସାଂଘାତିକ ସ୍ଥିତି ଆଡେ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାର, ଗତବର୍ଷ ଅପେକ୍ଷା କମିଲାଣି ୧୦ ଫୁଟ୍ ପାଣି

ସମ୍ଵଲପୁର:-ହୀରାକୁଦ ମାର୍ଚ୍ଚ ସରିନି, ସାଂଘାତିକ ସ୍ଥିତି ଆଡକୁ ମୁହାଁଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଗତବର୍ଷ ଅପେକ୍ଷା ଜଳଭଣ୍ଡାରରେ ୧୦ ଫୁଟ୍ ପାଣି କମିସାରିଲାଣି । ସେପଟେ ଉପରମୁଣ୍ଡରେ ଦେଖାଦେଲାଣି କେବଳ ବାଲି ହିଁ ବାଲି । କଲମାରୁ ମୁନ୍ଦାଏ ପାଣି … Read More