ମାଛ ଗାଡିରେ ଚଳାଇଥିଲେ ଧଳାଜହର କାରବାର, ୬୦ଲକ୍ଷ ଟଙ୍କାର ଧଳାଜହର ଜବତ : ଦୁଇ ଗିରଫ

ଭୁବନେଶ୍ୱର :-କରୋନାକୁ ନେଇ ସରକାର ୧୪ ଦିିନିଆ ଲକଡାଉନ ଓ ସଟଡାଉନ ଘୋଷଣା କରିଛନ୍ତି । ଚାରିଆଡେ ପୁଲିସର ପଇଁତରା, ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ଏହାର ସୁଯୋଗ ନେଇ ନିଶା ବେପାରୀମାନେ ମାଛ ଗାଡିରେ ଚଳାଇଥିଲେ ଧଳାଜହର … Read More

ଦିନ ଦ୍ୱିପହରେ ଘରୁ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର:- କୋଭିଡ଼କୁ ରୋକିବା ପାଇଁ ଲକ୍‌ଡାଉନ୍ ଓ ସଟଡାଉନ୍ ଜାରି କରାଯାଇଛି । ଘରୁ କେହି ବାହାରୁ ନଥିବାବେଳେ ଯାହାର ଫାଇଦା ନେଉଛନ୍ତି ଚୋର । ଦିନ ବେଳେ ବି ଚୋରମାନେ ନିର୍ଭୟରେ ଚୋରି କରି ଚମ୍ପଟ ମାରୁଛନ୍ତି । ଏଭଳି … Read More

ସର୍ବଦଳୀୟ ବୈଠକ: ସଚେତନ କରାଇବାକୁ ବିଧାୟକଙ୍କୁ ମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ । ବିଧାୟକ ମାନଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ସଚେତନ କରାଇବାକୁ ମନ୍ତ୍ର ଦେଇଛନ୍ତି ନବୀନ । ନିର୍ବାଚନ ମଣ୍ଡଳୀର ଲୋକମାନଙ୍କୁ କୋଭିଡ ନିୟମ, … Read More

ରାଜରାସ୍ତାରେ ଜଗିଛି ପୁଲିସ, ଘରେ ପଶିଲାଣି ଚୋର, ରାଜଧାନୀରେ ଗତ ୧୦ ଦିନରେ ୪୦ ଚୋରି

ଭୁବନେଶ୍ୱର:- ପୁଲିସ ରାଜ ରାସ୍ତାରେ ନାକା କରି ଜଗିଛି । କିନ୍ତୁ ସେପଟେ ବିଭିନ୍ନ ଥାନା ଅଞ୍ଚଳରୁ ଲୋକଙ୍କ ଘରେ ପଶି ଚୋର କଳାକନା ବୁଲାଇଲେଣି । ଯେଉଁ ଘରେ କେହି ରହୁନାହାନ୍ତି ଉକ୍ତ ଘରୁ ସେମାନେ ଆଗେ ତାଲା ତାଡ଼ି … Read More

ରୋଷେଇ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୮ଜଣ ଗୁରୁତର

ଭୁବନେଶ୍ୱର:- ଖଣ୍ଡଗିରି ଥାନା ପାତ୍ରପଡ଼ାରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ପରିବାରର ୮ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ସେଠାରେ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ … Read More

ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ୍ ମାରିଲା ନବବଧୂ

ଭୁବନେଶ୍ୱର:- ବାସର ରାତିରେ ନବବଧୂ  ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ । ରିଲରେ ନୁହେଁ ରିୟଲରେ ଏଭଳି ଘଟଣା ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି । ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ … Read More

କରୋନାକୁ ହରାଇଲା ମାସକର ଛୁଆ

ଭୁବନେଶ୍ୱର: କରୋନାକୁ ହରାଇଲା ମାସକର ଶିଶୁ ଗୁଡ଼ିଆ । ଜନ୍ମର ଦୁଇ ସପ୍ତାହ ମଧ୍ୟରେ ଗୁଡ଼ିଆ କରୋନା ସଂକ୍ରମିତ ହୋଇଥିଲା । ସଂକ୍ରମିତ ହେବା ପରେ ଶିଶୁକୁ କଳାହାଣ୍ଡିରୁ ଭୁବେନଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏକ ଘରୋଇ ହସ୍ପିଟାଲରେ ନବଜାତକକୁ ଭର୍ତ୍ତି କରାଯିବା … Read More

ରାସ୍ତାରୁ କଏନ୍ ଭର୍ତ୍ତି ଦୁଇ ବସ୍ତା ଟଙ୍କା ପାଇଲେ ଆମ୍ବୁଲାନ୍ସ ଡ୍ରାଇଭର

ଜଳେଶ୍ୱର: ରାସ୍ତା କଡ଼ରୁ ମିଳିଲା କଏନ୍ ଭର୍ତ୍ତି ବସ୍ତା । ଏମିତି ୨ଟି କଏନ୍ ବସ୍ତାକୁ ପାଇ ପୋଲିସକୁ ଦେଇଛନ୍ତି ୧୦୮ ଡ୍ରାଇଭର । ବାଲେଶ୍ଵର ଜିଲ୍ଲା ହଳଦୀ ପଦା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ କିଛି ବସ୍ତା ପଡ଼ିଥିବା ଦେଖିଥିଲେ … Read More

ଚିନ୍ତା ବଢ଼ାଇଲା ବ୍ଲାକ୍‌ ଫଙ୍ଗସ୍‌, ସରକାର ଗଢ଼ିଲେ ବିଶେଷଜ୍ଞ କମିଟି

ଭୁବନେଶ୍ୱର:-ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତା ବଢ଼ାଇଛି। ବ୍ଲାକ୍ ଫଙ୍ଗସ୍ ରୋଗର ଶୀଘ୍ର ଚିହ୍ନଟ ଓ ଏହାର ମୁକାବିଲା ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ ନିମନ୍ତେ ରାଜ୍ୟ ସରକାର ଆଜି ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହାସହିତ ପ୍ରତ୍ୟେକ ସରକାରୀ … Read More

ପଟିଆ ଶଶ୍ମାନରେ ହେବ ମୃତ କୋଭିଡ୍ ରୋଗୀଙ୍କ ସଂସ୍କାର

ଭୁବନେଶ୍ୱର:-କରୋନା ମହାମାରୀର ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଉଥିବାବେଳେ ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଶଶ୍ମାନରେ ଶବ ସଂସ୍କାର ପାଇଁ ଭିଡ଼ ଲାଗି ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପଟିଆ ଶଶ୍ମାନକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇ … Read More