ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ। ଆଜି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶ୍ରୀ ବୈଷ୍ଣବ ଓଡ଼ିଶା କ୍ୟାଡ଼ରର ଆଇଏଏସ୍‌ ଅଫିସର ଥିଲେ। ପରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ। ୧୯୯୪ ବ୍ୟାଚ୍ … Read More

ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ଆଜି ଅଦଳବଦଳ ହୋଇଛି। ଏହାଛଡ଼ା ବହୁ ନୂଆ ଚେହେରାଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଯାଇଛି। ଏଥିରେ ଓଡ଼ିଶାରୁ ଅଛନ୍ତି ସାଂସଦ ବିଶ୍ୱେଶ୍ୱର ଟୁଡୁ। ସେ ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଶ୍ୱେଶ୍ୱର ଟୁଡୁ ହେଉଛନ୍ତି ମୟୂରଭଞ୍ଜ … Read More

ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ

ରେଢ଼ାଖୋଲ:-ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ମାଆଙ୍କୁ ବଞ୍ଚାଇବାକୁ ଆସିଥିଲେ ଭିନ୍ନକ୍ଷମ ପୁଅ। ସମ୍ଭବ ହେଲା ନାହିଁ। ଦୁହେଁ ହାତ ଧରାଧରି ହୋଇ ଚାଲିଗଲେ। ଆଜି ଏପରି ହୃଦୟବିଦାରକ ଘଟଣା ରେଢ଼ାଖୋଲ ବ୍ଲକ ଅଞ୍ଚଳରେ ଘଟିଛି।ଆଜି ସନ୍ଧ୍ୟା ବେଳେ ରେଢ଼ାଖୋଲ ବ୍ଲକ ବାରବାଙ୍କ ଗାଁ … Read More

’ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ ରହିଛି:

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି,  ବର୍ତ୍ତମାନ ରାଜ୍ୟରେ ୨୮ ହଜାର ୧୫ ମାମଲା ସକ୍ରିୟ ରହିଛି … Read More

ଛାତ ଉପରୁ ରଥଯାତ୍ରା ଦେଖିବା ମନା

ପୁରୀ: ରଥଯାତ୍ରା ପୂର୍ବରୁ ପୁରୀରେ ଲାଗୁ ହେବ କର୍ଫ୍ୟୁ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ। ରଥଯାତ୍ରା ପାଇଁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର … Read More

ଦୁଇଟି ଆପ ଲଞ୍ଚ କଲା କମିଶନରେଟ ପୋଲିସ, ରହିବ ଅପରାଧିଙ୍କ ଡାଟା

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ରହିବ ଅପରାଧି ମାନଙ୍କ ଡାଟା । ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର … Read More

ପ୍ରଦୀପଙ୍କ ପରେ ମୁକୁଳିବେ ପାଠକ

ଭୁବନେଶ୍ୱର: ପ୍ରଦୀପଙ୍କ ପରେ ମୁକୁଳିପାରନ୍ତି ଅଭୟ ପାଠକ  । ଟଙ୍କା ହଡ଼ପ ଏବଂ ସରକାରୀ ଅର୍ଥରେ ଅୟସ କରିବା ମାମଲାରେ ଗିରଫ ହୋଇଥିବା ବରିଷ୍ଠ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କୁ ମିଳିବ ଜାମିନ  । ମିଳିଥିବା ସୂଚନା ମୁତାବକ ପୂର୍ବରୁ ଅଭୟଙ୍କୁ … Read More

ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ, ଦୁଇ ଡୋଜ୍ ଟିକା ନେଇଥିଲେ ଅଫିସ୍ ଆସିବାକୁ ବାଧ୍ୟ

ଭୁବନେଶ୍ୱର:-କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ୍ ଓ ଶଟଡାଉନ ଅବଧିକୁ ବୃଦ୍ଧି କରିଥିବାବେଳେ ଆଜି ରାଜ୍ୟର ସରକାରୀ ଅଫିସ୍ ପରିଚାଳନା ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ ଟିକା … Read More

ଦାଦା-ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଣ୍ଟାବାଞ୍ଜି :-ବେଳପଡା ଥାନା ନୂନହାଡ଼ ଗାଁରେ ଘର ଡିହକୁ କେନ୍ଦ୍ର କରି ଗୋଟିଏ ପରିବାରର ଦାଦା ଓ ପୁତୁରା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏକ ଧରୁଆ ଅସ୍ତ୍ରରେ ଉଭୟ ଦାଦା ଓ ପୁତୁର ପରସ୍ପରର ପରିବାର ଉପରକୁ ଆକ୍ରମଣ କରିଥିବା … Read More

ତପୁ ମିଶ୍ର ଗୁରୁତର, ଚିକିତ୍ସା ପାଇଁ ସହାୟତା ମାଗିଲେ ପରିବାର

ଭୁବନେଶ୍ୱର:  ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନାରୁ ସୁସ୍ଥ ପରେ ଏବେ ଫୁସଫୁସ ସଂକ୍ରମିତ ହୋଇଛନ୍ତି ତପୁ । ଭୁବନେଶ୍ବରର ସମ୍‌ ହସ୍‌ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ସେପଟେ … Read More