ଅପରାଜିତାଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା, ଡିସିପିଙ୍କ ଦ୍ୱାରସ୍ଥ ହେଲେ ଶୁଭମ୍ ଓ ତାଙ୍କ ମା’
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପିଏଙ୍କ ଗୁଣ୍ଡାଗିରି ଘଟଣା । ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ସିପ୍ରା ହୀରା ଓ ତାଙ୍କ ପୁଅ ଶୁଭମ୍ ହୀରା । ଗତ ୧୨ ତାରିଖରେ ସାଂସଦ ନିଖୋଜ ଥିବା ପୋଷ୍ଟର ମରାକୁ ନେଇ ପିଏ … Read More










