ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ୱର: ବହୁଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ କୋର୍ଟ । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ । ୨୦୧୩ ମସିହା ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବିଭତ୍ସ ହତ୍ୟା କରିଥିଲା ସିକ୍ୟୁରିଟି … Read More










