ଫିଲ୍ମ ଫେୟାର ଆଓ୍ୱାର୍ଡ: ବେଷ୍ଟ ସର୍ଟ ଫିଲ୍ମ ତାଲିକାରେ ଅନ୍ତର୍ବାସନା ଓ ସୀତା
ଭୁବନେଶ୍ୱର:- ଏବେ ସୋସିଆଲ ମିଡିଆର ଯୁଗ । ଆଉ ଯୁବପିଢ଼ିଙ୍କୁ ବିମୋହିତ କରୁଛି ଓ୍ୱେବ୍ ସିରିଜ୍ । ଏହାରି ଭିତରେ ବିଭିନ୍ନ ସର୍ଟ ଫିଲ୍ମର ଚାହିଦା ମଧ୍ୟ ବେଶ ରହିଛି । ସୋସିଆଲ ମିଡିଆରେ ସର୍ଟ ଫିଲ୍ମର ଭ୍ୟୁୟର୍ସ ସଂଖ୍ୟା ସବୁବେଳେ ଅଧିକ … Read More










