ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍ଆରସି
ଭୁବନେଶ୍ୱର: ବାତ୍ୟା ‘ୟାସ’ ଆସନ୍ତାକାଲି (ବୁଧବାର) ସକାଳେ ଧାମରା ନିକଟରେ ମାଡ଼ ହୋଇପାରେ । ଏସଆରସି ପ୍ରଦୀପ କୁମାର ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ, ଧାମରା ନିକଟରେ ‘ୟାସ’ ଲ୍ୟାଣ୍ଡଫଲ୍ କରିପାରେ ତେବେ ଏ … Read More










