ଯୁବତୀଙ୍କୁ ଦୁଷ୍କର୍ମ କରି ଫଟୋ ଭାଇରାଲ,ଯୁବକ ଗିରଫ
ଆସିକା:-ଆସିକା ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହ ଫଟୋ ଭାଇରାଲ ଅଭିଯୋଗରେ ପୁଲିସ କୈଳାସ ସାହୁ ଓରଫ ସମୀର ନାମକ ଯୁବକକୁ ଗିରଫ କରିଛି। ଗିରଫ ସମୀରଙ୍କ ଘର ବ୍ରହ୍ମପୁର ତାଲୁକ ରୋଡ ଥାନା ସୀତାରାମ ସାହିରେ। ଯୁବତୀଙ୍କ ଅଭିଯୋକୁ … Read More










